Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଦ୍ରକ ଗ୍ରାମାଞ୍ଚଳ: ସ୍ୱାଗତ ଏବଂ ବିଦାୟ ସମାରୋହ,ଭଦ୍ରକ ପୋଲିସ ଶ୍ରୀ କଶ୍ୟପ ପାର୍ଥ ଜଗଦୀଶ ସ୍ୱାଗତ ଓ ସମ୍ବିତ ମାଝୀ ଙ୍କୁ ବିଦାୟୀ ସମ୍ବର୍ଦ୍ଧନା

Bhadrak Rural, Bhadrak | Apr 18, 2026

MORE NEWS

🚨 ବୁଡ଼ିଗଲା ବାଲେଶ୍ୱର! 🌊😢
ଗାଡ଼ି, ଘର, ଦୋକାନ... ସବୁ ପାଣିରେ ବୁଡ଼ିଗଲା। ପଞ୍ଚଲିଙ୍ଗେଶ୍ୱରରୁ ବାଲେଶ୍ୱର ସହର ପର୍ଯ୍ୟନ୍ତ ଦେଖାଯାଉଛି ସମୁଦ୍ର ଭଳି ଦୃଶ୍ୟ। ଲଗାତାର ବର୍ଷାରେ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ। 🌧️
🙏 ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ।
📲 ଅଧିକ ତାଜା ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର
#Balasore #Baleswar #Flood #OdishaFlood #Panchalingeswar #Odisha #BreakingNews #RCNODIA #WeatherAlert #HeavyRain #ViralNews #TrendingNow

🚨 ବୁଡ଼ିଗଲା ବାଲେଶ୍ୱର! 🌊😢 ଗାଡ଼ି, ଘର, ଦୋକାନ... ସବୁ ପାଣିରେ ବୁଡ଼ିଗଲା। ପଞ୍ଚଲିଙ୍ଗେଶ୍ୱରରୁ ବାଲେଶ୍ୱର ସହର ପର୍ଯ୍ୟନ୍ତ ଦେଖାଯାଉଛି ସମୁଦ୍ର ଭଳି ଦୃଶ୍ୟ। ଲଗାତାର ବର୍ଷାରେ ଜନଜୀବନ ହୋଇଛି ଅସ୍ତବ୍ୟସ୍ତ। 🌧️ 🙏 ପ୍ରଭାବିତ ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ। 📲 ଅଧିକ ତାଜା ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର #Balasore #Baleswar #Flood #OdishaFlood #Panchalingeswar #Odisha #BreakingNews #RCNODIA #WeatherAlert #HeavyRain #ViralNews #TrendingNow

Bhadrak Rural, Bhadrak | Jul 28, 2026

🚨 ଭୁବନେଶ୍ୱରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ!
✈️ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଫୁଲ ବର୍ଷା ଓ ଭବ୍ୟ ସ୍ୱାଗତରେ ହେଲା ଅଭିନନ୍ଦନ। 🌸💐

ଏହି ସ୍ୱାଗତକୁ ନେଇ ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 👇

👍 Like | 💬 Comment | 🔄 Share | 📲 Follow RCN ODIA – ସାଧାରଣ ଲୋକଙ୍କ ସ୍ୱର

#DharmendraPradhan #Bhubaneswar #Odisha #BJP #BreakingNews #RCNODIA #OdishaNews #ViralNews #TrendingNow

🚨 ଭୁବନେଶ୍ୱରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ! ✈️ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଫୁଲ ବର୍ଷା ଓ ଭବ୍ୟ ସ୍ୱାଗତରେ ହେଲା ଅଭିନନ୍ଦନ। 🌸💐 ଏହି ସ୍ୱାଗତକୁ ନେଇ ଆପଣଙ୍କ ମତ କଣ? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। 👇 👍 Like | 💬 Comment | 🔄 Share | 📲 Follow RCN ODIA – ସାଧାରଣ ଲୋକଙ୍କ ସ୍ୱର #DharmendraPradhan #Bhubaneswar #Odisha #BJP #BreakingNews #RCNODIA #OdishaNews #ViralNews #TrendingNow

Bhadrak Rural, Bhadrak | Jul 28, 2026

ଭଦ୍ରକ: ଉପରମୁଣ୍ଡ ହଦଗଡ଼ ଡ୍ୟାମ୍ ରୁ ଆସୁଛି ବଢ଼ିପାଣି ସାଳନ୍ଦୀ ନଦୀରେ ବଢୁଛି ଜଳସ୍ତର, ଏପଟେ ତଳିଆ ଅଞ୍ଚଳ ଗୁଡିକରେ ପଶୁଛି ସାଳନ୍ଦୀ  ବଢ଼ି ପାଣି।
#citykhabarbhadrak

ଭଦ୍ରକ: ଉପରମୁଣ୍ଡ ହଦଗଡ଼ ଡ୍ୟାମ୍ ରୁ ଆସୁଛି ବଢ଼ିପାଣି ସାଳନ୍ଦୀ ନଦୀରେ ବଢୁଛି ଜଳସ୍ତର, ଏପଟେ ତଳିଆ ଅଞ୍ଚଳ ଗୁଡିକରେ ପଶୁଛି ସାଳନ୍ଦୀ ବଢ଼ି ପାଣି। #citykhabarbhadrak

Bhadrak Rural, Bhadrak | Jul 28, 2026

ବରପଦା ବାସୀଙ୍କ ଦୁଃଖ ଶୁଣାଇଲେ ସ୍ଥାନୀୟ ବାସିନ୍ଦା ।
ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ଭାବେ ନହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
#StqMedia #Bhadrak #BhadrakNews #Flood #WaterLogging #Odisha #OdishaNews

ବରପଦା ବାସୀଙ୍କ ଦୁଃଖ ଶୁଣାଇଲେ ସ୍ଥାନୀୟ ବାସିନ୍ଦା । ଜଳ ନିଷ୍କାସନ ବ୍ୟବସ୍ଥା ସଠିକ୍ ଭାବେ ନହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । #StqMedia #Bhadrak #BhadrakNews #Flood #WaterLogging #Odisha #OdishaNews

Bhadrak Rural, Bhadrak | Jul 28, 2026

🌧️ ଲଗାଣ ବର୍ଷାରେ ଉବୁଟୁବୁ ଭଦ୍ରକ ଜିଲ୍ଲା! 🚨
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସମସ୍ତ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛନ୍ତି। 🙏
⚠️ ଆପଣଙ୍କ ଅଞ୍ଚଳର ସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ।
📲 ସବୁଠୁ ଦ୍ରୁତ ଓ ବିଶ୍ୱସନୀୟ ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର।
#RCNODIA #Bhadrak #HeavyRain #OdishaRain #FloodAlert #BreakingNews #Odisha #WeatherUpdate #ViralNews #TrendingNow

🌧️ ଲଗାଣ ବର୍ଷାରେ ଉବୁଟୁବୁ ଭଦ୍ରକ ଜିଲ୍ଲା! 🚨 ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସମସ୍ତ ଜିଲ୍ଲାବାସୀଙ୍କୁ ଭୟଭୀତ ନ ହେବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦେଇଛନ୍ତି। 🙏 ⚠️ ଆପଣଙ୍କ ଅଞ୍ଚଳର ସ୍ଥିତି କେମିତି? କମେଣ୍ଟରେ ଜଣାନ୍ତୁ। 📲 ସବୁଠୁ ଦ୍ରୁତ ଓ ବିଶ୍ୱସନୀୟ ଖବର ପାଇଁ Follow କରନ୍ତୁ RCN ODIA – ସାଧାରଣ ଲୋକଙ୍କ ସ୍ୱର। #RCNODIA #Bhadrak #HeavyRain #OdishaRain #FloodAlert #BreakingNews #Odisha #WeatherUpdate #ViralNews #TrendingNow

Bhadrak Rural, Bhadrak | Jul 28, 2026