କଣ୍ଟାମାଳ: କଣ୍ଟାମାଳ ବ୍ଲକରେ ନୂତନ ବିଡିଓ ଭାବେ ଯୋଗଦେଲେ ନିରୋଜ କୁମାର ଭାତ୍ରା
କଣ୍ଟାମାଳ ବ୍ଲକର ପୂର୍ବତନ ବିଡିଓ ସାମି ରେଡ୍ଡୀ ଜୟଶ୍ରୀଙ୍କ ନିଲମ୍ବନ ପରେ, ନୂତନ ବିଡିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ନିରୋଜ କୁମାର ଭାତ୍ରା। ବ୍ଲକର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଲେ ନୂତନ ବିଡିଓ।