Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Dm
Rajasthan
मध्यप्रदेश
Bollywood
Patna
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी

ମାଲକାନଗିରି: ମାଲକାନଗିରି କିଲ୍ଲା ବାଲିମେଳା ବନ ବିଭାଗ ପକ୍ଷରୁ ସୋମନାଥପୁର ପଞ୍ଚାୟତର ଆପନମାଳା ଗ୍ରାମରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Malkangiri, Malkangiri | Sep 15, 2025
ମାଲକାନଗିରି କିଲ୍ଲା ବାଲିମେଳା ବନ ବିଭାଗ ପକ୍ଷରୁ ସୋମବାର ଅପରାହ୍ନ ପ୍ରାୟ ୪ ଟା ସମୟରେ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ସୋମନାଥପୁର ପଞ୍ଚାୟତର ଆପନମାଳା ଗ୍ରାମ ଠାରେ ବାଲିମେଳା ବନାଞ୍ଚଳ ଅଧିକାରୀ ଲିପ୍ସିତା କଅଁରଙ୍କ ନେତୃତ୍ୱରେ ମା' ପାଇଁ ଗଛଟିଏ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୃକ୍ଷ ରୋପଣ, ପରିବେଶ ସୁରକ୍ଷା ଜନିତ ସଚେତନତା କାଯାଇଥିଲା।

MORE NEWS