Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ମୋଟୁରେ ବାହୁଡ଼ା ଯାତ୍ରା ଅବସରରେ ଡିଜେରେ ଭୋଜପୁରୀ ଅଶ୍ଳୀଳ ଗୀତ: ଭିଡିଓ ଭାଇରାଲ

Malkangiri, Malkangiri | Jul 25, 2026

MORE NEWS

ମାଲକାନଗିରି : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି: ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ରାଲି ।

​#NityanandaGond #ResignationDemand #DistrictCongress #CandleRally #OdiaNews #OdishaPolitics #MalkangiriNews

ମାଲକାନଗିରି : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି: ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ରାଲି । ​#NityanandaGond #ResignationDemand #DistrictCongress #CandleRally #OdiaNews #OdishaPolitics #MalkangiriNews

Malkangiri, Malkangiri | Jul 26, 2026

କାଲିମେଲା : ୨୦,୦୦୦ ଦାଦାବଟି ମାଗିବା ଓ ବସ୍ ଚଳାଚଳରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଆଇଆଇସିଙ୍କୁ ଭିଜୁଆଲ ପ୍ରମାଣ ଦେଲେ ବସ୍ ମାଲିକ ଅରୁଣ କୁମାର ନାଥ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି।

#Kalimela #Odishanews #Malkangiri

କାଲିମେଲା : ୨୦,୦୦୦ ଦାଦାବଟି ମାଗିବା ଓ ବସ୍ ଚଳାଚଳରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଆଇଆଇସିଙ୍କୁ ଭିଜୁଆଲ ପ୍ରମାଣ ଦେଲେ ବସ୍ ମାଲିକ ଅରୁଣ କୁମାର ନାଥ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି। #Kalimela #Odishanews #Malkangiri

Malkangiri, Malkangiri | Jul 24, 2026

ନିରପରାଧ ଯୁବକଙ୍କୁ ବେଆଇନ ଭାବେ ଉଠାଇ ନେବା ଅଭିଯୋଗ; ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ । ​ତେଲେଙ୍ଗାନା ପୋଲିସ୍ ଦ୍ୱାରା ନିରପରାଧ ଯୁବକଙ୍କୁ ଗଞ୍ଜେଇ କେସରେ ନାଁ ନଥାଇ ମଧ୍ୟ ସନ୍ଦେହରେ ଉଠାଇ ନିଆଯାଇଥିବା ନେଇ କାମବେଡା ଗ୍ରାମପଞ୍ଚାୟତ ସରପଞ୍ଚ ରମାକାନ୍ତ ମାଡ଼କାମୀ ପ୍ରକାଶ କରିଛନ୍ତି। ଯୁବକଙ୍କୁ ନ୍ୟାୟ ଦେବା ପାଇଁ ଏସ.ପି.  ଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରାଯାଇଛି ।

#MalkangiriNews

ନିରପରାଧ ଯୁବକଙ୍କୁ ବେଆଇନ ଭାବେ ଉଠାଇ ନେବା ଅଭିଯୋଗ; ନ୍ୟାୟ ପାଇଁ SPଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ । ​ତେଲେଙ୍ଗାନା ପୋଲିସ୍ ଦ୍ୱାରା ନିରପରାଧ ଯୁବକଙ୍କୁ ଗଞ୍ଜେଇ କେସରେ ନାଁ ନଥାଇ ମଧ୍ୟ ସନ୍ଦେହରେ ଉଠାଇ ନିଆଯାଇଥିବା ନେଇ କାମବେଡା ଗ୍ରାମପଞ୍ଚାୟତ ସରପଞ୍ଚ ରମାକାନ୍ତ ମାଡ଼କାମୀ ପ୍ରକାଶ କରିଛନ୍ତି। ଯୁବକଙ୍କୁ ନ୍ୟାୟ ଦେବା ପାଇଁ ଏସ.ପି. ଙ୍କୁ ସାକ୍ଷାତ କରି ବିସ୍ତୃତ ଆଲୋଚନା କରାଯାଇଛି । #MalkangiriNews

Malkangiri, Malkangiri | Jul 23, 2026

ମୋଟୁରେ ବାହୁଡ଼ା ଯାତ୍ରା ଅବସରରେ ଡିଜେରେ ଭୋଜପୁରୀ ଅଶ୍ଳୀଳ ଗୀତ: ଭିଡିଓ ଭାଇରାଲ - Malkangiri News