ରାୟଗଡା: ରାୟଗଡ଼ାର ସମାଜସେବୀ ପ୍ରମୋଦ ସାହୁକାରଙ୍କୁ ମିଳିଲା ଗୁଡ଼ ସମରିଟାନ ପୁରସ୍କାର
ରାୟଗଡ଼ାର ଯୁବ ସମାଜସେବୀ ପ୍ରମୋଦ ସାହୁକାରଙ୍କୁ ମିଳିଲା ଗୁଡ଼ ସମରିଟାନ ପୁରସ୍କାର। ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ୨ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।