ମୁନିଗୁଡା: ମୁନିଗୁଡା ଟିକରପଡାରେ ୧୫ ଦିନ ହେଲା ପାଣି ପାଇପ୍ ଫାଟି ନଷ୍ଟ ହେଉଛି ଲକ୍ଷ ଲକ୍ଷ ଲିଟର ପାଣି
ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଟିକରପଡା ଗ୍ରାମରେ ଆର ଡବ୍ଲୁ ଏସ ଏସ ପାଇପ ଲାଇନ ଫାଟି ୧୫ ଦିନ ହେଲା ପାଣି ନଷ୍ଟ ହେଉଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବିଭିନ୍ନ ସାହିର ବାସିନ୍ଦାମାନେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।