Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
Bjp
National
Police
Bihar
कांग्रेस
हत्या
भारत
बीजेपी
Uttar_pradesh
Accident
Congress
Modi
Delhi
Viral
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Uttarakhand
Sambalpur
charchanews
ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ବଡ଼ ଧୁମ୍ ଧାମରେ ପାଳିତ ହେଉଛି ମା ଙ୍କ ପୂଜାର୍ଚ୍ଚନା।ମତୋ ପରମାନନ୍ଦ ପୁର ଠାରେ ତିନିଦିନ ଧରି ବଡ଼ ଧୁମଧାମରେ ପାଳିତ ହେଉଛି ପୂଜା।ମା ଙ୍କୁ ଦର୍ଶନ କରି ଆଶିଷ ଲାଭ କରିବା ପାଇଁ ହଜାର ହଜାର ଭକ୍ତ ସମାଗମ ହୋଇଥାଏ। ସେହିପରି ଯଶିପୁର ଠାରେ ସାର୍ବଜନୀନ ଦୁର୍ଗାପୂଜା କମିଟି ସଦସ୍ୟ ମାନେ ଯାକ ଯମକ ରେ ଚାଲିଛି ପୂଜା ସାରା ଅଞ୍ଚଳ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯଶିପୁର ଠାରେ ରାବଣ ପୋଡି ସାଙ୍ଗ କୁ ମିନା ବଜାର ର ମଜା ନେଉଛନ୍ତି ଭକ୍ତ।ମତୋ ପରମାନନ୍ଦ ପୁର ଠାରେ ମିନା ବଜାର ସହିତ ବିଭିନ୍ନ ପ୍ରକାରର ସାଜସଜ୍ଜା ମଜ୍ଜା ନେବା ସହିତ ମା ଙ୍କୁ ଦର୍ଶନ କରି ଆଶିଷ ଲାଭ କରିଥିବା ଦେଖିବାକୁ ମିଳିଛି। Bhadrak #Chandbali #Mato #Paramanandapur #Jashipur #DurgaPuja #MaaDurga #DurgaPujaCelebration #RavanPodi #MinaBazar #OdishaNews #BhadrakNews #CharchaTV
Bhubaneswar M Corp, Khordha
| Oct 21, 2026
#chandbali
#mato
#paramanandapur
#jashipur
#durgapuja
#maadurga
#durgapujacelebration
#ravanpodi
#minabazar
#odishanews
#bhadraknews
#charchatv
MORE NEWS
ଏହି ଏରିଆ ହେଉଛି ସିରିଜ ଚୋରି,ପୋଲିସ ପ୍ରଶାସନର କିଛି କୌଣସି ଦୃଢ ନାହିଁ କାର୍ଯ୍ୟାନୁଷ୍ଠାନ!ll ଅଭିଯୋଗକାରି
Bhubaneswar M Corp, Khordha | Oct 22, 2026
ଏଥର ମାଙ୍କ ଭସାଣି ଉତ୍ସବରେ ଶୁଣିବାକୁ ଦେଖିବାକୁ ମିଳିବ ଆଞ୍ଚଳିକ ବାଦ୍ୟଯନ୍ତ୍ରର ମେଳଣ!l #DurgaPuja2026 #MaaDurga #ImmersionFestival #DurgaVisarjan #TraditionalInstruments #RegionalMusic #OdiaCulture #OdishaTradition #Dussehra2026 #FestivalCelebration #OdishaNews #CharchaTV #BreakingNews #BigFine #DurgaPujaCelebration
Bhubaneswar M Corp, Khordha | Oct 22, 2026
କଳା, ସଂସ୍କୃତି ଓ ପରମ୍ପରାର ମହାମିଳନରେ ଉଦ୍ଯାପିତ ହୋଇଛି କାନପୁର ମହୋତ୍ସବ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁରଠାରେ ଆୟୋଜିତ ଏହି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଜମିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡିର ଆସର। ବଡ଼ମ୍ବା-ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି ମହୋତ୍ସବ ସ୍ଥାନୀୟ କଳାକାରଙ୍କୁ ପ୍ରତିଭା ପ୍ରଦର୍ଶନର ସୁଯୋଗ ଦେବା ସହ ଆଞ୍ଚଳିକ କଳା ଓ ସଂସ୍କୃତିର ପ୍ରଚାରପ୍ରସାରରେ ଏକ ନୂଆ ପରିଚୟ ସୃଷ୍ଟି କରିଛି।ଉଦ୍ଯାପନୀ ଉତ୍ସବରେ ବିଧାୟକ ବିଜୟ କୁମାର ଦଳବେହେରା, ତହସିଲଦାର ଅମ୍ରିତା ସାହୁ, କାନପୁର ଥାନା ଅଧିକାରୀ, ବିଜେପି ନେତା ସୂର୍ଯ୍ୟମଣି ଜେନା ଓ ଅରବିନ୍ଦ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। #KanpurMahotsav #KanpurFestival #Narsinghpur #CuttackNews #OdishaCulture #OdiaCulture #OdiaTradition #CulturalFestival #BijuKumarDalabehera #VijayKumarDalabehera #MelodyNight #CulturalProgram #LocalArtists #OdishaNews #CharchaTV
Bhubaneswar M Corp, Khordha | Oct 21, 2026
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ, ପୋଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ, କେଉଁ ପ୍ରସଙ୍ଗରେ ହେବ ଆଲୋଚନା?||CHARCHATV|| LokSevaBhawan #MohanCharanMajhi #OdishaCM #OdishaNews #HighLevelMeeting #LawAndOrder #OdishaPolice #DGP #DurgaPujiVisarjan #SecurityReview #PMModi #DroupadiMurmu #BhubaneswarNews #OdishaPolitics #CharchaTV
Bhubaneswar M Corp, Khordha | Oct 21, 2026
ଅସମ୍ଭାଳ ଭିଡ଼ ଅଣାୟତ୍ତ ଜାମ୍ ଅଣନିଃଶ୍ୱାସୀ ରାଜଧାନୀ ଟ୍ରାଫିକ୍ ଜାମ୍ରେ ମଉଳି ଯାଉଛି ମେଢ଼ବୁଲା ମଉଜ ।||charchatv|| #BhubaneswarTraffic #TrafficJam #Bhubaneswar #Dussehra #DurgaPuja #TrafficProblem #TrafficManagement #OdishaNews #BhubaneswarNews #PublicIssues #TrafficPolice #OdishaPolice #DurgaPuja2026 #GroundReport #CharchaTV #CharchaTVNews
Bhubaneswar M Corp, Khordha | Oct 21, 2026
ପାଟକୁରା, ଆଜି ବିଜୟା ଦଶମୀ ଦଶହରା ଆଉ କିଛି ସମୟ ପରେ ମେଲଣ ନେବେ ମା ||CHARCHATV|| #Patkura #VijayaDashami #Dussehra #DurgaPuja #MaaDurga #MaaDurgaMelana #DurgaMelana #PatkuraDussehra #OdishaCulture #OdishaFestival #DurgaPuja2026 #CharchaTV #OdishaNews #GroundReport #FestivalCelebration
Bhubaneswar M Corp, Khordha | Oct 21, 2026
ବାମନଘାଟି ଉପଖଣ୍ଡ ସୀମାନ୍ତ ତିରିଂ ବ୍ଲକର ଗୀତିଲତା ଗ୍ରାମରେ ମା ମନସା ଦେବୀଙ୍କ ୧୩ତମ ପୂଜା ଆଡମ୍ବର ସହିତ ସମ୍ପନ୍ନ ହୋଇଛି।ଭଗବାନ ଶିବଙ୍କ ମାନସ କନ୍ୟା ମା ମନସାଙ୍କ ସାଧନା କରୁଥିବା ପୂଜକ ନବରାତ୍ରର ଷଷ୍ଠୀତିଥିରେ ଅନୁଷ୍ଠିତ ହୋଇଯାଇଥିବା ଏହି ପୂଜା ବିଧିବିଧାନର ସହ ସମ୍ପନ୍ନ ହୋଇ ଥିବା ବେଳେ ଆକର୍ଷଣୀୟ ସାଜସଯ୍ୟା ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପୂଜା ସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା।ତିରିଂ ବ୍ଲକ ଅନ୍ତର୍ଭୁକ୍ତ ଗୀତିଲତା ଗ୍ରାମର ମା ମନସାଙ୍କ ସାଧକ ଘାସିରାମ ଆଲଦାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ପୂଜା ଅବସରରେ ମା ମନସା ପୂଜା କମିଟି, ଗୀତିଲତା ପକ୍ଷରୁ ଆୟୋଜିତ ହୋଇଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅଂଚଳରେ ବେଶ ପ୍ରସିଦ୍ଧ: #MaaManasa #ManasaPuja #Gitilata #TiringBlock #Bamanghati #Mayurbhanj #MayurbhanjNews #ManasaDevi #DurgaPuja #Navratri #OdishaNews #OdishaCulture #ReligiousFestival
Bhubaneswar M Corp, Khordha | Oct 21, 2026
ଧର୍ମସଂସ୍ଥାପନାର୍ଥାୟ ଦୈତ୍ୟାନାଂ ବିନାଶାୟ ଚ। ଦୁଷ୍ଟନାଶାୟ ଦେବୀ ତ୍ୱଂ ଧର୍ମଜୟାୟ ଚ॥
Bhubaneswar M Corp, Khordha | Oct 21, 2026