Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
रेलवे
Coronavirus
कांग्रेस
बीजेपी
Congress
Modi
Delhi
Viral
Dm
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ପାଇଁ ଭଦ୍ରକ ବିଧାୟକ ଙ୍କ ପୂଜା ପାଠ

Bhadrak Rural, Bhadrak | Jun 10, 2026

MORE NEWS

🚆⚠️ ରେଳ ଯାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍!

ବାଲେଶ୍ୱର ୟାର୍ଡ ରିମଡେଲିଂ କାର୍ଯ୍ୟ ପାଇଁ ଆସନ୍ତା ୨୦ ଦିନ ଟ୍ରେନ୍ ସେବା ବ୍ୟାପକ ଭାବେ ପ୍ରଭାବିତ। ୧୫ଟି ଟ୍ରେନ୍ ବାତିଲ୍, ୫ଟି ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ ଏବଂ କିଛି ସେବା ଆଂଶିକ ବନ୍ଦ। ଯାତ୍ରା ପୂର୍ବରୁ ନିଜ ଟ୍ରେନ୍‌ର ସ୍ଥିତି ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ।

📢 ଏହି ଜରୁରୀ ସୂଚନାକୁ ସମସ୍ତ ରେଳ ଯାତ୍ରୀଙ୍କ ପାଖକୁ ପହଞ୍ଚାଇବା ପାଇଁ ଶେୟାର କରନ୍ତୁ।

#RCNOdia #OdishaNews #BreakingNews #TrainUpdate #IndianRailways #Balasore #RailwayNews #Odisha #TravelAlert #TrainCancelled #RailUpdate #ViralNews #TrendingNow #ShareThis #StayUpdated

🚆⚠️ ରେଳ ଯାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍! ବାଲେଶ୍ୱର ୟାର୍ଡ ରିମଡେଲିଂ କାର୍ଯ୍ୟ ପାଇଁ ଆସନ୍ତା ୨୦ ଦିନ ଟ୍ରେନ୍ ସେବା ବ୍ୟାପକ ଭାବେ ପ୍ରଭାବିତ। ୧୫ଟି ଟ୍ରେନ୍ ବାତିଲ୍, ୫ଟି ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ ଏବଂ କିଛି ସେବା ଆଂଶିକ ବନ୍ଦ। ଯାତ୍ରା ପୂର୍ବରୁ ନିଜ ଟ୍ରେନ୍‌ର ସ୍ଥିତି ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ। 📢 ଏହି ଜରୁରୀ ସୂଚନାକୁ ସମସ୍ତ ରେଳ ଯାତ୍ରୀଙ୍କ ପାଖକୁ ପହଞ୍ଚାଇବା ପାଇଁ ଶେୟାର କରନ୍ତୁ। #RCNOdia #OdishaNews #BreakingNews #TrainUpdate #IndianRailways #Balasore #RailwayNews #Odisha #TravelAlert #TrainCancelled #RailUpdate #ViralNews #TrendingNow #ShareThis #StayUpdated

Bhadrak Rural, Bhadrak | Jul 21, 2026

🕉️ ହର ହର ମହାଦେବ! 🔱

🙏 ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣୀ ଯାତ୍ରା। ଭକ୍ତି, ଆସ୍ଥା ଓ ଉତ୍ସାହରେ ଉଛୁଳି ପଡ଼ୁଛି ଆରଡି ଧାମ। ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଜୟଘୋଷରେ କମ୍ପୁଛି ସମଗ୍ର ପରିବେଶ। 🚩

📹 ପୂରା ଦୃଶ୍ୟ ଦେଖିବା ପାଇଁ ଭିଡିଓଟି ନିଶ୍ଚୟ ଦେଖନ୍ତୁ।

🔱 "ଓଁ ନମଃ ଶିବାୟ" ଲେଖି ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। 🙏❤️

#HarHarMahadev #OmNamahShivaya #Akhandalamani #AradiDham #ShravaniYatra #BolBom #Odisha #OdishaNews #BreakingNews #TrendingNow #ViralNews #JaiBholenath

🕉️ ହର ହର ମହାଦେବ! 🔱 🙏 ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣୀ ଯାତ୍ରା। ଭକ୍ତି, ଆସ୍ଥା ଓ ଉତ୍ସାହରେ ଉଛୁଳି ପଡ଼ୁଛି ଆରଡି ଧାମ। ହଜାର ହଜାର କାଉଡ଼ିଆ ଭକ୍ତଙ୍କ ଜୟଘୋଷରେ କମ୍ପୁଛି ସମଗ୍ର ପରିବେଶ। 🚩 📹 ପୂରା ଦୃଶ୍ୟ ଦେଖିବା ପାଇଁ ଭିଡିଓଟି ନିଶ୍ଚୟ ଦେଖନ୍ତୁ। 🔱 "ଓଁ ନମଃ ଶିବାୟ" ଲେଖି ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। 🙏❤️ #HarHarMahadev #OmNamahShivaya #Akhandalamani #AradiDham #ShravaniYatra #BolBom #Odisha #OdishaNews #BreakingNews #TrendingNow #ViralNews #JaiBholenath

Bhadrak Rural, Bhadrak | Jul 20, 2026

🌧️ ବାହୁଡ଼ା ଯାତ୍ରା ବେଳେ ପାଗ ବଦଳିବ! 😳
ପୁଣି ସକ୍ରିୟ ହେଉଛି ଦୁଇ ଦୁଇଟି ଲଘୁଚାପ। ଏହାର ପ୍ରଭାବରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଆପଣଙ୍କ ଜିଲ୍ଲା ତାଲିକାରେ ଅଛି କି? 👇
📍 ସମ୍ପୂର୍ଣ୍ଣ ଖବର ଦେଖନ୍ତୁ ଏବଂ ସତର୍କ ରୁହନ୍ତୁ।
👉 ଏହି ପୋଷ୍ଟକୁ Share କରି ସମସ୍ତଙ୍କୁ ଜଣାନ୍ତୁ।
#BahudaJatra #WeatherAlert #YellowWarning #LowPressure #RainAlert #Odisha #OdiaNews #RCNODIA #BreakingNews #MonsoonUpdate

🌧️ ବାହୁଡ଼ା ଯାତ୍ରା ବେଳେ ପାଗ ବଦଳିବ! 😳 ପୁଣି ସକ୍ରିୟ ହେଉଛି ଦୁଇ ଦୁଇଟି ଲଘୁଚାପ। ଏହାର ପ୍ରଭାବରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି। ଆପଣଙ୍କ ଜିଲ୍ଲା ତାଲିକାରେ ଅଛି କି? 👇 📍 ସମ୍ପୂର୍ଣ୍ଣ ଖବର ଦେଖନ୍ତୁ ଏବଂ ସତର୍କ ରୁହନ୍ତୁ। 👉 ଏହି ପୋଷ୍ଟକୁ Share କରି ସମସ୍ତଙ୍କୁ ଜଣାନ୍ତୁ। #BahudaJatra #WeatherAlert #YellowWarning #LowPressure #RainAlert #Odisha #OdiaNews #RCNODIA #BreakingNews #MonsoonUpdate

Bhadrak Rural, Bhadrak | Jul 20, 2026

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସର୍ବାଧିକ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ପାଇଁ ଭଦ୍ରକ ବିଧାୟକ ଙ୍କ ପୂଜା ପାଠ - Bhadrak Rural News