ସତ୍ୟବାଦୀ: କଣାସ ଥାନା ବିନ୍ଧଣ ଛକରେ ଲକ୍ଷ୍ମୀ ବସରେ କଟୁରୀ ଆକ୍ରମଣରେ ୪,ଗୁରୁତର, ଆକ୍ରମଣ କାରୀ ଯୁବକକୁ ଥାନାରେ ଅଟକ ରଖି ପୋଲିସର ତଦନ୍ତ ଜାରି
ଆଜି ସକାଳ ୯ଟାରେ କଣାସ ଥାନା ବିନ୍ଧଣ ଛକରେ ଲକ୍ଷ୍ମୀ ବସରେ ୪ଜଣ ଯାତ୍ରୀଙ୍କୁ ଜଣେ ଯୁବକ କତୁରୀରେ ଆକ୍ରମଣ କରି ଗୁରୁତର କରିଛି। ଆକ୍ରମଣ କାରୀ ଯୁବକ ଜଣଙ୍କ ସତ୍ୟବାଦୀ ଥାନା ସୁକଳ ଗ୍ରାମର ତପନ ଭୋଇ ବୋଲି ଜଣା ପଡିଛି। ପୋଲିସ ତପନକୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି।