Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Uttar_pradesh
Congress
Modi
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Karnataka
Aap

ମୋହନା: ରାସ୍ତା ସମସ୍ୟା କୁ ନେଇ ମୋହନା ବ୍ଳକ ବନ୍ଧାଗୁଡା ରାସ୍ତାରେ ଧନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ,

Mohana, Gajapati | Sep 25, 2025
ରାସ୍ତା ସମସ୍ୟା କୁ ନେଇ ଶେଷରେ ବାଧ୍ୟ ହୋଇ ଗାଁ ରାସ୍ତାରେ ଧାନ ତଳି ରୋଇ ଅଭିନବ ଉପାୟରେ ପ୍ରତିବାଦ କଲେ ଗ୍ରାମବାସି l ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ୍ ବନ୍ଧାଗୁଡ଼ା ପୁରୁଣାସାହି ଗାଁରେ l ଗାଁକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଗ୍ରାମବାସୀ ମେଡିକାଲ୍, ପଞ୍ଚୟାତ ଓ ଦୈନନ୍ଦିନ ହାଟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଆଜି ଅପରାହ୍ନ ପାଞ୍ଚଟା ସମୟରେ ଦେଖିବାକୁ ମିଳିଥିଲା।
ମୋହନା: ରାସ୍ତା ସମସ୍ୟା କୁ ନେଇ ମୋହନା ବ୍ଳକ ବନ୍ଧାଗୁଡା ରାସ୍ତାରେ ଧନ ତଳି ରୋଇ ପ୍ରତିବାଦ କଲେ ଗ୍ରାମବାସୀ, - Mohana News