ଜୁନାଗଡ: ଅଞ୍ଚଳ ର ସ୍ବାର୍ଥ ପାଇଁ ଗୋଲାମୁଣ୍ଡା ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସାଇକେଲ ଯାତ୍ରା କଳେ ଜନସଂଗ୍ରାମ ସମିତି ର କର୍ମକର୍ତ୍ତା
ଅଞ୍ଚଳର ସ୍ବାର୍ଥ ସାଧନ ପାଇଁ ପ୍ରଥାମେ ପଦ ଯାତ୍ରା ଆଉ ଏବେ ସାଇକେଲ ଯାତ୍ରା ତାହା ପୁଣି ଉପାନ୍ତ ରୁ ରାଜଧାନୀ ଭୁବନେଶ୍ୱର କୁ l ଦୀର୍ଘ 550କିମି ଦୁର l ଏମିତି ଘଟଣା ଦେଖିବକୁ ମିଳିଛି କଳାହାଣ୍ଡି ଜିଲ୍ଳା ଗୋଲାମୁଣ୍ଡା ଅଞ୍ଚଳରେ lଆଠ ଦଫା ଦାବୀ ନେଇ କଳାହାଣ୍ଡି ଜନ ସଂଗ୍ରାମ ସମିତି ସଭାପତି ସାଉଲ୍ ମଙ୍ଗରାଜ ଙ୍କ ନେତୃତ୍ବ ରେ ପ୍ରାୟ 50ଜଣ ସାଇକେଲ ଯାତ୍ରା କରି ରାଜଧାନୀ ରେ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ଦେବାର କାର୍ଯ୍ୟକ୍ରମ ରହଛି।