ଛତ୍ରପୁର: ବନ୍ୟା ସହାୟତା ପାଣ୍ଠିକୁ ଏକ ମାସର ଦରମା ଦାନ କଲେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ
ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ନିଜର ଏକ ମାସର ଦରମା ଦାନ କଲେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ। ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସେ ଏହି ଚେକ୍ ପ୍ରଦାନ କରିଛନ୍ତି। ଏଥିସହ ବନ୍ୟା ସମୟରେ କାର୍ଯ୍ୟରତ ପ୍ରଶାସନ ଓ ସ୍ୱେଚ୍ଛାସେବୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।