ଏମ୍ଏମ୍ଟିଆର୍ ବିଲ୍ ସଂଶୋଧନ ପ୍ରତିବାଦରେ ବ୍ରଜରାଜନଗରରେ କଂଗ୍ରେସର ଶୋଭାଯାତ୍ରା ।
ଏମ୍ଏମ୍ଟିଆର୍ ସଂଶୋଧନ ଦ୍ୱାରା ଓଡିଶାର ପ୍ରଚୁର କ୍ଷତି ହେବାକୁ ଯାଉଛି। ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି। ଶାସକ ଦଳର ୨୦ ଜଣ ସାଂସଦଙ୍କ ନିରବତାକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା ।
#Brajrajnagar #protest #OdishaCongress #MMDR_BILL #Congress
Jharsuguda, Jharsuguda | Aug 27, 2026