ନଭେମ୍ବର ୨୮ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ମିନିଟ ପାଖାପାଖି ପାନପୋଷ ମାର୍କେଟ ଭେଣ୍ଡିଂ ଜୋନ କମିଟିର ସଭାପତି ମାତାପ୍ରସାଦ ଜୟଶୱାଲ ନେତୃତ୍ୱରେ ୭୪ ଜଣ ଭେଣ୍ଡିଂ ଜୋନ ଦୋକାନୀ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ଦାବିପତ୍ର ମହାନଗର ଆୟୁତଙ୍କୁ ପ୍ରଦାନ କରିବା ସହିତ ଆବଶ୍ୟକିୟ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି, ପାନପୋଷ ମାର୍କେଟ ଭେଣ୍ଡିଂ ଜୋନ କମିଟିର ସଭାପତି ମାତାପ୍ରସାଦ ଜୟସୱାଲଙ୍କ କହିବା ଅନୁସାରେ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସର ସ୍ଥିତ ଭେଣ୍ଡିଂ ଜୋନ