ଫୁଲବାଣୀ ସହର: ସାଇବର ସଚେତନତା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଅଛି
ସାଇବର ସଚେତନତା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଫୁଲବାଣୀ ଏ ଜେ ଓ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଅଛି।ଏହି ସମୟରେ ସାଇବର ବିଭାଗୀୟ ଅଧିକାରୀ ଗେଲି ସାହୁ,ଉପ ଜିଲ୍ଲାପାଳ ଭିକାରୀ ସାହୁ,ଅତିରିକ୍ତ ଏସ ପି ଭବାନୀ ଶଙ୍କର ମହାପାତ୍ର ଙ୍କ ସମତେ ବହୁ ବ୍ୟକ୍ତି ବିଶେଷ ଓ ପଦାଧିକାରୀ ମାନେ ଯୋଗ ଦେଇଥିଲେ। କୃତୀ ପ୍ରତିଯୋଗିତା ଙ୍କୁ ସମ୍ମାନିତ କରାଯାଇଥିଲା।