ଝାରସୁଗୁଡା: ଝାରସୁଗୁଡ଼ା: ମା’ ରାମଚଣ୍ଡୀଙ୍କ ପୀଠରେ ଦର୍ଶନ କଲେ ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା ବ୍ଲକ ରାମପୁରସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ମା’ଙ୍କ ଆଶୀର୍ବାଦ ଲାଭ କଲେ ବିଧାୟକ ଟଙ୍କଧର ତ୍ରିପାଠୀ। ଏହି ଅବସରରେ ସେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ଭକ୍ତଙ୍କ ସହ ଭାବବିନିମୟ କରିଛନ୍ତି।