ପଦ୍ମପୁର: ମହୁଳପାଳି ଠାରେ ବନବିଭାଗର ଚଢ଼ାଉ, ଖଇର କାଠ ସହ ପିକ ଅପ ଭ୍ୟାନ ଜବତ
ପଦ୍ମପୁର ବନ ବିଭାଗ ତରଫରୁ ବିଭିନ୍ନ ସମୟରେ ଚୋରା କାଠ ତଥା ମୂଲ୍ୟବାନ କାଠ ଚାଲାଣ ରୋକିବା ପାଇଁ ଟିମ ଗଠନ କରି ଯାଞ୍ଚତଥା ଚଢାଉ କରାଯାଇଛି । ପଦ୍ମପୁର ରେଞ୍ଜର ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ଗୋଟିଏ ଟିମ ରାତ୍ରି ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପରେ ଖଇର କାଠ ଚାଲାଣ ହେଉଥିବା ଖବର ପାଇଥିଲେ । ପଦ୍ମପୁର ନିକଟସୁ ମହୁଲପାଲି ନିକଟରୁ ଉକ୍ତ ପିକଅପକୁ ଠାବ କରିଥିଲେ । ସେଠାରେ ୨୬୬୫ କେଜି ଓଜନର ଖଇର ଗଣ୍ଡି ଯାହାର ମୂଲ୍ୟ ୧୩୩୨୫୦ ଟଙ୍କା ଏବଂ ଗୋଟିଏ ପୁରୁଣା ମହିନ୍ଦ୍ରା ମେକ୍ସ ପିକଅପ ଯାହାର ମୂଲ୍ୟ ଓଡି ୧୭ ଏଚ୍ ୩୧୭୭ ଯବତ କରିଥିଲେ । ହେଲେ ଖଇର କାଠ ଚାଲାଣ କରୁଥିବା ଅଭିଯୁ