ମୋହନା: ସୁରଭି-2026: ନୃତ୍ୟରେ ବାଜି ମାରିଲା ଏସ୍ଏସ୍ଡି ହାଇସ୍କୁଲ ଖଣି, ରାଜ୍ୟସ୍ତରକୁ ମନୋନୀତ
ଗଜପତି ଜିଲ୍ଲାସ୍ତରୀୟ ସୁରଭି-2026 ଶିଶୁ ମହୋତ୍ସବର ନୃତ୍ୟ ପ୍ରତିଯୋଗିତାରେ ମୋହନା ବ୍ଲକର ଏସ୍ଏସ୍ଡି ହାଇସ୍କୁଲ, ଖଣି ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ସହ ବିଦ୍ୟାଳୟର ଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।