ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଫୁଟବଲ ପ୍ରତିଯୋଗିତା ଦିତିୟ ଦିନ ରେ ପହଞ୍ଚିଛି, ସମବାର ଅପରାହ୍ନ 3ଘଣ୍ଟିକା ସମୟରେ ଫୁଲବାଣୀ ଚଳିତବର୍ଷ ପ୍ରତିବର୍ଷ ପରି ଆସନ୍ତା ନଭେମ୍ବର୨୬ ତାରିଖରେ କନ୍ଧମାଳ ଆମ୍ବେଦକର ସ୍ମୁତି କମିଟି ଦ୍ଵାରା ସମ୍ବିଧାନଦିବସ ପାଳନ କରାଯିବାକୁ ଥିବାବେଳେ ଏହାକୁ ଲୋକଭି।ମୁଖି କରିବା ପାଇଁ ନୂତନ ଭାବେଏକ ଫୁଟବଲ୍ ପ୍ରତିଯୋଗିତା ଆୟଜନ କରାଯାଇଅଛି ।ଏହି ପ୍ରତିଯୋଗିତା ୨୩ ନଭେମ୍ବର ରୁ ଆରମ୍ଭ ହୋଇ ୨୫ ନଭେମ୍ବର ରେ ଏହାର ଫାଇନାଲ ମ୍ୟାଚ୍ ହେବ । ଆଜି ପ୍ରତିଯୋଗିତା ଆରମ୍ଭ ହୋଇ ଦୁଇଟି ମ୍ୟାଚ୍ ଖେଳ ଯାଇଥିଲା ।ପ୍ରଥମ ମ୍ୟାଚ ରେ ଫିରିଙ୍ଗିଆ ବ୍ଲକ ଓ ଉଦୟ ଗିରି ବ