Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ସତ୍ୟବାଦୀ: ସାକ୍ଷୀଗୋପିନାଥଦେବଙ୍କ ପବିତ୍ର ଅଁଳାନବମୀ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପଞ୍ଚଶଖା ପାଠାଗାର ଠାରେ ଅନୁଷ୍ଟିତ ,ଯୋଗଦେଲେ ସ୍ଥାନୀୟ ବିଧାୟକ

Satyabadi, Puri | Oct 8, 2025
ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପିନାଥ ଦେବଙ୍କ ପବିତ୍ର ଅଁଳା ନବମୀ ଓ ବଡ଼ ଏକାଦଶୀ ପାଇଁ ଆଜି ସଂଧ୍ୟା ୭ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପାଞ୍ଚଶଖା ପାଠାଗାର ପରିସରରେ ଅନୁଷ୍ଟିତ ହୋଇଯାଇଛି। ଉପ ଜିଲ୍ଲାପାଳ କିଶୋର ଜେନା, ସ୍ଥାନୀୟ ବିଧାୟକ ଓମ୍ ପ୍ରକାଶ ମିଶ୍ର, ସ୍ଥାନୀୟ ତହସିଲଦାର ଓ ବିଡ଼ିଓ, ପିପିଲି ଡିଏସପି, ଓ ସେବାୟତ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ସତ୍ୟବାଦୀ: ସାକ୍ଷୀଗୋପିନାଥଦେବଙ୍କ ପବିତ୍ର ଅଁଳାନବମୀ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପଞ୍ଚଶଖା ପାଠାଗାର ଠାରେ ଅନୁଷ୍ଟିତ ,ଯୋଗଦେଲେ ସ୍ଥାନୀୟ ବିଧାୟକ - Satyabadi News