Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ଛତ୍ରପୁର: ଗବୁଡ଼ି ମର୍ଦକୋଟ ଠାରେ କାବେରୀ ବିହନ ଉତ୍ପାଦନ କେନ୍ଦ୍ର ତରଫରୁ ସଚେତନତା ସଭା

Chhatrapur, Ganjam | Nov 29, 2025
ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ପଞ୍ଚାୟତ ସ୍ଥିତ ଗବୁଡ଼ି ମର୍ଦକୋଟ ଠାରେ କାବେରୀ ବିହନ ଉତ୍ପାଦନ ପ୍ରତିଷ୍ଠାନ ତରଫରୁ ଏକ କୃଷକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି।ଶନିବାର ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ମୂଖ୍ୟ ବିଶିଷ୍ଠ କୃଷି ବିଜ୍ଞାନୀ ସାମୋଖା ଆନନ୍ଦ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଶାଖା ପରିଚାଳକ ଚନ୍ଦନ କୁମାର ପାତ୍ର ଯୋଗ ଦେଇ ଦୀର୍ଘ ୫୦ ବର୍ଷ ଧରି କାବେରୀ ବିହନ ଉତ୍ପାଦନକାରୀ ସଂସ୍ଥା ସମଗ୍ର ଭାରତବର୍ଷରେ ଧାନ,କପା, ସୂର୍ଯ୍ୟମୁଖୀ, ଗହମ, ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା କହିଥିଲେ।