Public App Logo
Jansamasya
News
Bjp
National
Police
Bihar
कांग्रेस
मौत
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଓରିଏଣ୍ଟ: ତାଲବେର୍ଣ୍ଣା ଗ୍ରାମବାସୀମାନେ ତାଲବେର୍ଣ୍ଣା ନିକଟରେ କୋଇଲା ଓ ପାଉଁଶ ପରିବହନ ଗାଡି ଚଳାଚଳ କଲେ ବନ୍ଦ

Orient, Jharsuguda | Nov 28, 2025
ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ତାଲବେର୍ଣ୍ଣା ଗ୍ରାମବାସୀମାନେ ତାଲବେର୍ଣ୍ଣା ନିକଟରେ କୋଇଲା ଓ ପାଉଁଶ ପରିବହନ ଗାଡି ଚଳାଚଳ କଲେ ବନ୍ଦ l ଭାରୀଯାନ ଡ୍ରାଇଭରକୁ ଆକ୍ରମଣ ଅଭିଯୋଗରେ ଗ୍ରାମର ଏକ ନାବାଳକ ସମେତ ୬ ଜଣଂକୁ ଗିରଫ କରିଥିବା ମାମଳାର ପ୍ରତିବାଦରେ ଗ୍ରାମବାସୀ ଆଜି ଗାଡି ଗୁଡିକୁ ଅଟକାଇ ରଖିଥିଲେ l ପୋଲିସ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ଅଭିଯୋଗକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଆଲୋଚନା ଓ ବୁଝାମଣା ହେବାପରେ ଗ୍ରାମବାସୀ ଅପରାହ୍ନ ୨ ଟା ୩୦ ପାଖାପାଖି ଆନ୍ଦୋଳନ ରୁ ଓହରିଥିଲେ l
ଓରିଏଣ୍ଟ: ତାଲବେର୍ଣ୍ଣା ଗ୍ରାମବାସୀମାନେ ତାଲବେର୍ଣ୍ଣା ନିକଟରେ କୋଇଲା ଓ ପାଉଁଶ ପରିବହନ ଗାଡି ଚଳାଚଳ କଲେ ବନ୍ଦ - Orient News