Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା

ଆଜି ଶନିବାର ୬ଟା ୩୦ ମିନିଟ ସମୟରେ ବରଗଡ଼ ଜିଲ୍ଲା ପଦ୍ମପୁର ସହର ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ ସମ୍ମୁଖରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଥିଲା। ସୂଚନାଯୋଗ୍ୟ ଭେଉଁରିଆ ଛକ ପଟୁ ଦୁଇ ଜଣ ବାଇକ ଆରୋହି ଥାନା ଛକ ଆଡକୁ ଯାଉଥିଲେ। ଅନ୍ୟ ପଟୁ ଥାନା ଛକ ରୁ ଦୁଇ ଜଣ ବାଇକ ଆରୋହି ଭେଉଁରିଆ ଛକ ପଟକୁ ଆସୁଥିଲେ। ଉଭୟ ଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଯ ଦ୍ବାରା ବାଇକ ଆରୋହି ମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତ୍ତି କରିଥିଲେ । ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି

MORE NEWS