ନୂଆପଡା: ଆମାନାରା-ରାଜୁନଗର ରାସ୍ତା ଶୋଚନୀୟ, ଅସୁବିଧାରେ ସ୍ଥାନୀୟ ବାସିନ୍ଦା
ନୂଆପଡା ଜିଲ୍ଲା ସଦର ବ୍ଲକର ଆମାନାରାଠାରୁ ଓଡିଶା-ଛତିଶଗଡ ସୀମାନ୍ତକୁ ଯୋଗୁଥିବା ୪ କିମି ରାସ୍ତା ଅତ୍ୟନ୍ତ ଖରାପ। ସ୍କୁଲ ଛାତ୍ରଛାତ୍ରୀ ଓ ଆମ୍ବୁଲାନ୍ସ ଚଳାଚଳରେ ସମସ୍ୟା। ବାରମ୍ବାର ଜଣାଇଲେ ମଧ୍ୟ ପ୍ରଶାସନ ପକ୍ଷରୁ ମିଳୁନି ସୁଫଳ।