ପୁରୀ: ଖଣ୍ଡିଆବନ୍ଧରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ, ୭ ଗିରଫ ଓ ୧.୬୧ ଲକ୍ଷ ଟଙ୍କା ଜବତ
Puri, Puri | Oct 24, 2026
ଖଣ୍ଡିଆବନ୍ଧ ଗ୍ରାମର ଏକ ନିର୍ମାଣାଧୀନ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସଦର ଥାନା ପୁଲିସର ଚଢ଼ାଉ। ୭ ଜଣ ଜୁଆଡି ଗିରଫ, ୧,୬୧,୬୧୫ ଟଙ୍କା, ବାଇକ ଓ ସ୍କୁଟି ଜବତ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।