Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ କନ୍ୟା ନିଖୋଜ ଅଭିଯୋଗକୁ ତଦନ୍ତ ପରେ ମିଥ୍ୟା କହି ପ୍ରତିକ୍ରିୟା ରଖିଲେ ସିଡିଏମଓ

Malkangiri, Malkangiri | Sep 16, 2025
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ କନ୍ୟା ନିଖୋଜ ଘଟଣା ର ତଦନ୍ତ କରି ଅଭିଯୋଗ କୁ ମିଥ୍ୟା ଦର୍ଶାଇଲେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସ। ଅଭିଯୋଗ ଆସିବା ପରେ ସେ ତଦନ୍ତ କରିଥିଲେ। ତେବେ ନବଜାତ ଶିଶୁ କନ୍ୟା ଜନ୍ମ ପୂର୍ବରୁ ମୃତ୍ୟୁବରଣ କରିଥିବା ବେଳେ ପରିବାର ନବଜାତ ର ମର ଶରୀର ନେବାକୁ ମନା କରିଥିଲେ ବୋଲି କହିଛନ୍ତି ସେଇ ଦାସ।