ବାଲେଶ୍ୱର: ସୁନହଟ ଓ ପାତ୍ରପଡା ପୂଜା ମଣ୍ଡପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ
Baleshwar, Balasore | Oct 18, 2026
ବାଲେଶ୍ୱର ସହରର ସୁନହଟ କନକଦୁର୍ଗା ଓ ପାତ୍ରପଡା ମଧୁଆମିଲ ଦୁର୍ଗାପୂଜା ମଣ୍ଡପରେ ଯୋଗଦେଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ମା ଙ୍କ ଦର୍ଶନ କରି ସମସ୍ତଙ୍କ ମଙ୍ଗଳ କାମନା କଲେ ସାଂସଦ। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଈଶ୍ୱର ବେହେରା ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।