Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଦ୍ରକ: #ଭୁଲ୍_ଇଞ୍ଜେକ୍ସନ_ନେଇଗଲା_ବାପାଙ୍କ_ଜୀବନ ଭଦ୍ରକ ଆରଡି ଛକ ସ୍ଥିତ ରାଜୀବ କେଆର ଘରୋଇ ଡାକ୍ତରଖାନାରେ ଭୁଲ୍ ଇଞ୍ଜେକ୍ସନ କାରଣରୁ ରୋଗୀ ମୃତ୍ୟୁ ଘଟିଥିବା ନେଇ ସଙ୍ଗୀନ ଅଭିଯୋଗ। ଏଥି ପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନଜର ସାମ୍ନାକୁ ଆସିନାହିଁ। ଆଜି ରୋଗୀ ମୃତକଙ୍କ ପରିବାର ହସ୍ପିଟାଲ୍ କୁ ସିଜ୍ କରିବା ସହ ଡାକ୍ତରଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି। #citykhabarbhadrak

Bhadrak Rural, Bhadrak | Jul 13, 2026

MORE NEWS

🥚 ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର!
ଅଣ୍ଡାର କାର୍ଟୁନ ପିଛା ₹୨୦୦ ଟଙ୍କା କମିଥିବାରୁ ବଜାରରେ ଦର ହ୍ରାସ ପାଇଛି। ତେବେ ଅନ୍ୟପଟେ ପାଉଁରୁଟିର ଦର ବଢ଼ିବା ଯୋଗୁଁ ସାଧାରଣ ଗ୍ରାହକଙ୍କ ଚିନ୍ତା ବଢ଼ିଛି।

ଏହି ଭିଡିଓରେ ଜାଣନ୍ତୁ—
✅ ଅଣ୍ଡାର ନୂଆ ଦର
✅ କାହିଁକି କମିଲା ଅଣ୍ଡା ମୂଲ୍ୟ?
✅ କାହିଁକି ବଢ଼ୁଛି ପାଉଁରୁଟିର ଦର?
✅ ବଜାରର ସମ୍ପୂର୍ଣ୍ଣ ଅପଡେଟ୍

ଭିଡିଓଟି ଭଲ ଲାଗିଲେ Like 👍 | Share 📤 | Subscribe 🔔 କରନ୍ତୁ।

#EggPrice #BreadPrice #OdishaNews #BreakingNews #MarketUpdate #OdiaNews #EggRate #Bread #TodayNews #Odia

🥚 ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର! ଅଣ୍ଡାର କାର୍ଟୁନ ପିଛା ₹୨୦୦ ଟଙ୍କା କମିଥିବାରୁ ବଜାରରେ ଦର ହ୍ରାସ ପାଇଛି। ତେବେ ଅନ୍ୟପଟେ ପାଉଁରୁଟିର ଦର ବଢ଼ିବା ଯୋଗୁଁ ସାଧାରଣ ଗ୍ରାହକଙ୍କ ଚିନ୍ତା ବଢ଼ିଛି। ଏହି ଭିଡିଓରେ ଜାଣନ୍ତୁ— ✅ ଅଣ୍ଡାର ନୂଆ ଦର ✅ କାହିଁକି କମିଲା ଅଣ୍ଡା ମୂଲ୍ୟ? ✅ କାହିଁକି ବଢ଼ୁଛି ପାଉଁରୁଟିର ଦର? ✅ ବଜାରର ସମ୍ପୂର୍ଣ୍ଣ ଅପଡେଟ୍ ଭିଡିଓଟି ଭଲ ଲାଗିଲେ Like 👍 | Share 📤 | Subscribe 🔔 କରନ୍ତୁ। #EggPrice #BreadPrice #OdishaNews #BreakingNews #MarketUpdate #OdiaNews #EggRate #Bread #TodayNews #Odia

Bhadrak Rural, Bhadrak | Jul 26, 2026

🙏 ଜୟ ଜଗନ୍ନାଥ!

ଅରଣ୍ଡୁଆ ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଛି। ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦେଇ ରଥ ଟାଣିବା ସହ "ହରିବୋଲ" ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଥିଲେ।

📹 ଏହି ଭିଡିଓରେ ଦେଖନ୍ତୁ—

🚩 ଅରଣ୍ଡୁଆ ବାହୁଡ଼ା ଯାତ୍ରାର ଭବ୍ୟ ଦୃଶ୍ୟ
🙏 ଭକ୍ତମାନଙ୍କ ଉତ୍ସାହ ଓ ସମାଗମ
🛕 ରଥଯାତ୍ରାର ବିଶେଷ ମୁହୂର୍ତ୍ତ
🎥 ସମ୍ପୂର୍ଣ୍ଣ ଉତ୍ସବର ଝଲକ

ଭିଡିଓଟି ଭଲ ଲାଗିଲେ Like 👍 | Share 📤 | Subscribe 🔔 କରିବାକୁ ଭୁଲନ୍ତୁ ନାହିଁ।

#BahudaYatra #Arandua #Jagannath #RathaYatra #OdiaNews #Odisha #JaiJagannath #Festival #BreakingNews #Odia

🙏 ଜୟ ଜଗନ୍ନାଥ! ଅରଣ୍ଡୁଆ ଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଛି। ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦେଇ ରଥ ଟାଣିବା ସହ "ହରିବୋଲ" ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଥିଲେ। 📹 ଏହି ଭିଡିଓରେ ଦେଖନ୍ତୁ— 🚩 ଅରଣ୍ଡୁଆ ବାହୁଡ଼ା ଯାତ୍ରାର ଭବ୍ୟ ଦୃଶ୍ୟ 🙏 ଭକ୍ତମାନଙ୍କ ଉତ୍ସାହ ଓ ସମାଗମ 🛕 ରଥଯାତ୍ରାର ବିଶେଷ ମୁହୂର୍ତ୍ତ 🎥 ସମ୍ପୂର୍ଣ୍ଣ ଉତ୍ସବର ଝଲକ ଭିଡିଓଟି ଭଲ ଲାଗିଲେ Like 👍 | Share 📤 | Subscribe 🔔 କରିବାକୁ ଭୁଲନ୍ତୁ ନାହିଁ। #BahudaYatra #Arandua #Jagannath #RathaYatra #OdiaNews #Odisha #JaiJagannath #Festival #BreakingNews #Odia

Bhadrak Rural, Bhadrak | Jul 26, 2026

#ଧର୍ମେନ୍ଦ୍ରଙ୍କ_ଇସ୍ତଫା_ପରେ_ଯନ୍ତରମନ୍ତରରେ_ଖୁସି_ର_ମାହୋଲ। ଅଭିଜିତ କହିଲେ- #ସୁବା_ହୋ_ଗୟି_ମାମୁ 
#SSNews #cjp #cjpparty #neetexam #paperleak #DharmendraPradhan #Resignation #President #cjpprotest #delhi #BJPGovernment #Minister

#ଧର୍ମେନ୍ଦ୍ରଙ୍କ_ଇସ୍ତଫା_ପରେ_ଯନ୍ତରମନ୍ତରରେ_ଖୁସି_ର_ମାହୋଲ। ଅଭିଜିତ କହିଲେ- #ସୁବା_ହୋ_ଗୟି_ମାମୁ #SSNews #cjp #cjpparty #neetexam #paperleak #DharmendraPradhan #Resignation #President #cjpprotest #delhi #BJPGovernment #Minister

Bhadrak Rural, Bhadrak | Jul 25, 2026

#ଏ_ଦୁନିଆ_ଝୁକତି_ହେ_ଝୁକାନେ_ୱାଲା_ଚାହିଏ ଧର୍ମେନ୍ଦ୍ରଙ୍କ ଇସ୍ତଫାରେ 
ଡେଇଁଲା #CJP
#SSNews #cjp #protest #NEETPaperLeak #EducationMinister #Resign #Odisha #india #DharmendraPradhan

#ଏ_ଦୁନିଆ_ଝୁକତି_ହେ_ଝୁକାନେ_ୱାଲା_ଚାହିଏ ଧର୍ମେନ୍ଦ୍ରଙ୍କ ଇସ୍ତଫାରେ ଡେଇଁଲା #CJP #SSNews #cjp #protest #NEETPaperLeak #EducationMinister #Resign #Odisha #india #DharmendraPradhan

Bhadrak Rural, Bhadrak | Jul 25, 2026

🚨 ଚଢ଼ାଉରେ ଦେଶୀ ରନ୍ଧା ମଦ ଜବତ! ୦୨ ଜଣ ଗିରଫ | Excise Raid | Breaking News
ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ୦୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଚାଲିଛି।

ଏହି ଭିଡିଓରେ ଦେଖନ୍ତୁ—

ଅବକାରୀ ବିଭାଗର ଚଢ଼ାଉ
କେତେ ପରିମାଣର ଦେଶୀ ମଦ ଜବତ ହେଲା
କିଏ ଗିରଫ ହେଲେ
ପୋଲିସ ଓ ଅବକାରୀ ବିଭାଗର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ

👉 ଏଭଳି ସମସ୍ତ ତାଜା ଓଡ଼ିଶା ଖବର ପାଇଁ ଆମ Channel କୁ Subscribe କରନ୍ତୁ, Like କରନ୍ତୁ ଏବଂ Share କରନ୍ତୁ।

#OdishaNews #BreakingNews #ExciseRaid #LiquorSeized #OdishaPolice #CrimeNews #OdiaNews #LatestNews #ViralNews #NewsUpdate

🚨 ଚଢ଼ାଉରେ ଦେଶୀ ରନ୍ଧା ମଦ ଜବତ! ୦୨ ଜଣ ଗିରଫ | Excise Raid | Breaking News ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଏହି ଘଟଣାରେ ୦୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଘଟଣାର ଅଧିକ ତଦନ୍ତ ଚାଲିଛି। ଏହି ଭିଡିଓରେ ଦେଖନ୍ତୁ— ଅବକାରୀ ବିଭାଗର ଚଢ଼ାଉ କେତେ ପରିମାଣର ଦେଶୀ ମଦ ଜବତ ହେଲା କିଏ ଗିରଫ ହେଲେ ପୋଲିସ ଓ ଅବକାରୀ ବିଭାଗର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ 👉 ଏଭଳି ସମସ୍ତ ତାଜା ଓଡ଼ିଶା ଖବର ପାଇଁ ଆମ Channel କୁ Subscribe କରନ୍ତୁ, Like କରନ୍ତୁ ଏବଂ Share କରନ୍ତୁ। #OdishaNews #BreakingNews #ExciseRaid #LiquorSeized #OdishaPolice #CrimeNews #OdiaNews #LatestNews #ViralNews #NewsUpdate

Bhadrak Rural, Bhadrak | Jul 25, 2026

ଭଦ୍ରକ: #ଭୁଲ୍_ଇଞ୍ଜେକ୍ସନ_ନେଇଗଲା_ବାପାଙ୍କ_ଜୀବନ ଭଦ୍ରକ ଆରଡି ଛକ ସ୍ଥିତ ରାଜୀବ କେଆର ଘରୋଇ ଡାକ୍ତରଖାନାରେ ଭୁଲ୍ ଇଞ୍ଜେକ୍ସନ କାରଣରୁ ରୋଗୀ ମୃତ୍ୟୁ ଘଟିଥିବା ନେଇ ସଙ୍ଗୀନ ଅଭିଯୋଗ। ଏଥି ପ୍ରତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନଜର ସାମ୍ନାକୁ ଆସିନାହିଁ। ଆଜି ରୋଗୀ ମୃତକଙ୍କ ପରିବାର ହସ୍ପିଟାଲ୍ କୁ ସିଜ୍ କରିବା ସହ ଡାକ୍ତରଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛନ୍ତି। #citykhabarbhadrak - Bhadrak Rural News