ରେମୁଣା: ବାଲେଶ୍ୱରରେ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ତତ୍ପର ସାଂସଦ ଓ ବିଧାୟକ
ବାଲେଶ୍ୱରର ତେଲେଙ୍ଗା ସାହି, ଶୋଭାରାମପୁର ଓ ନୂଆବଜାର ଅଞ୍ଚଳରେ ଜଳ ନିଷ୍କାସନ ସମସ୍ୟା ଦୂର କରିବାକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ମାନସ କୁମାର ଦତ୍ତ ରେଳ ଅଧିକାରୀଙ୍କ ସହ ସ୍ଥାନ ପରିଦର୍ଶନ କରିଛନ୍ତି। ଖୁବଶୀଘ୍ର ଏଠାରେ ନୂତନ ଡ୍ରେନ ନିର୍ମାଣ ହେବ।