Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଜୁନାଗଡ: ବୃନ୍ଦାବlହାଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବ

Junagarh, Kalahandi | Jan 15, 2026
ବୃନ୍ଦାବlହାଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବ ଆଜି 15ତାରିଖ ଗୁରୁବାର ଅପରାହ୍ନ 6ଟାରେ ବୃନ୍ଦାବlହାଲ ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ରାଜେଶ କୁମାର ନାଏକ ଅବସର ପ୍ରାପ୍ତ ଶିକ୍ଷକ ନବରତ୍ନ ରାଉତ ବୃନ୍ଦାବlହାଲ ସରପଞ୍ଚ ଦୀନେଶ କୁମାର ରାଉତ ଓ ବହୁ ବିଶିଷ୍ଟ ଅତିଥି ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟିତ କରିଥିଲେ ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ମନରଞ୍ଜନ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ମନ ମହିଥିଲା
ଜୁନାଗଡ: ବୃନ୍ଦାବlହାଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ବାର୍ଷିକ ଉତ୍ସବ - Junagarh News