Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ବଲାଙ୍ଗୀର: ORMAS Joint CEO ଙ୍କ ବରଗାଁ ଅଞ୍ଚଳ ପରିଦର୍ଶନରେ ମା’ ସମଲେଇ ପ୍ରୋଡ୍ୟୁସର୍ ଗ୍ରୁପ୍ ର କାର୍ଯ୍ୟକଳାପ ସମୀକ୍ଷା

Balangir, Balangir | Dec 1, 2025
ସେଇଁତଳା ବ୍ଲକର ବରଗାଁ ଅଞ୍ଚଳରେ ORMAS ଙ୍କ Joint CEO ଏବଂ Executive Assistant ଆଜି ପରିଦର୍ଶନ କଲେ। ସେମାନେ ଏଠାରେ ଥିବା ମା’ ସମଲେଇ ପ୍ରୋଡ୍ୟୁସର୍ ଗ୍ରୁପ୍‌ର ପ୍ୟାକେଜିଂ ହବ୍‌କୁ ଯାଇ କାର୍ଯ୍ୟପ୍ରଣାଳୀ, ଦୈନିକ କାର୍ଯ୍ୟକଳାପ ଓ ଉତ୍ପାଦ ପ୍ରସ୍ତୁତିକରଣର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଅଧିକାରୀମାନେ ଗ୍ରୁପ୍‌ର ସଦସ୍ୟମାନଙ୍କ ସହ ଆଳୋଚନା କରି ବର୍ତ୍ତମାନ ଚାଲୁଥିବା କାମ, ଗୁଣସ୍ତର ବୃଦ୍ଧି, ବଜାରସହ ଯୋଗାଯୋଗ ଓ ଭବିଷ୍ୟତ୍‌ରେ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ପାଇଁ ନୂତନ ସମ୍ଭାବନା ବିଷୟରେ ଆଲୋଚନା କଲେ।
ବଲାଙ୍ଗୀର: ORMAS Joint CEO ଙ୍କ ବରଗାଁ ଅଞ୍ଚଳ ପରିଦର୍ଶନରେ ମା’ ସମଲେଇ ପ୍ରୋଡ୍ୟୁସର୍ ଗ୍ରୁପ୍ ର କାର୍ଯ୍ୟକଳାପ ସମୀକ୍ଷା - Balangir News