ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ପାଳିତ ହେଉଛି ପାରମ୍ପରିକ ଜହ୍ନି ଓଷା
ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ନିଷ୍ଠାର ସହ ପାଳିତ ହେଉଛି ଜହ୍ନି ଓଷା। କୁମାରୀମାନେ ନିଜର ମନସ୍କାମନା ପୂରଣ ପାଇଁ ଭାଦ୍ରବ ପୂର୍ଣ୍ଣିମାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଓଷା ପାଳନ କରୁଛନ୍ତି। ଆମିଷ ଓ ନିର୍ଦ୍ଦିଷ୍ଟ କିଛି ଖାଦ୍ୟ ବର୍ଜନ କରି ବହୁ ନିଷ୍ଠାର ସହ ଏହି ପୂଜା କରାଯାଏ।