Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Cricket
Lucknow

ଓରିଏଣ୍ଟ: ଲଖନପୁର ତହସିଲ ଛୁଇପାଳି ବାଲିଘାଟରେ ଚଡାଉ, ଏକ୍ସାଭେଟର ମେସିନ ସହ ୪୨୦୦ କ୍ୟୁବିକ ମିଟର ଗଚ୍ଛିତ ବାଲି ଜବତ

Orient, Jharsuguda | Nov 29, 2025
ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଛୁଇପାଳି ବାଲିଘାଟରେ ବେଆଇନ ବାଲିଚାଲାଣ ଓ ହଜାର ହଜାର ଟ୍ରିପ ବାଲି ଗଛିତ କରାଯାଇ ବହୁମୂଲ୍ୟରେ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ କୁ ନେଇ ଆଜି ମାଇନିଂ ଅଧିକାରୀ, ଲଖନପୁର ତହସିଲଦାର ଓ ସ୍ଥାନୀୟ ପୋଲିସ ସହାୟତାରେ ଆଜି ଦିନ ବାରଟା ସମୟରେ ଚଡାଉ କରାଯାଇଥିଲା। ଏହି ଚଡାଉ ସମୟରେ ଏକ ଏକ୍ସାଭେଟର ମେସିନ ସହିତ ୪୨୦୦ ସିୟୁଏମ ଗଛିତ ବାଲିକୁ ଜବତ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।