ଦେବଗଡ: ଦେବଗଡ଼: ରାଜ୍ୟସ୍ତରକୁ ମନୋନୀତ ହେଲେ ତରଣୀସେନ ଓ ଦୀପିକା
ଦେବଗଡ଼ରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ତରଣୀସେନ ବିଶ୍ୱାଳ ଓ ଦୀପିକା ବଣିଚୁଳ। ଜିଲ୍ଲାର ପାଞ୍ଚଟି ପି ଏମ୍ ଶ୍ରୀ ବିଦ୍ୟାଳୟରୁ ଅଶୀ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।