କଟକ ପୌରାଞ୍ଚଳ: କଟକରେ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି: ମହାନଗର ନିଗମକୁ ଧନ୍ୟବାଦ
କଟକ ଖାନ୍ ନଗରରେ ସ୍ଥାପିତ ସହିଦ ବାଜି ରାଉତଙ୍କ ନବ ନିର୍ମିତ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ କଟକ ମେୟର ଓ ବିଭିନ୍ନ ସାମାଜିକ ସଂଗଠନ। ଦୀର୍ଘଦିନର ଦାବି ପରେ ଏହି ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବାରୁ ମହାନଗର ନିଗମକୁ ଦିଆଗଲା ସାଧୁବାଦ।