Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

#ଉଦ୍‌ଘାଟନ_ପୂର୍ବରୁ_ଭୁଶୁଡ଼ିଲା_ବ୍ରିଜର_ୱାଲ ପଲଗାଣ ବର୍ଷାରେ ବଡ଼ ଅଘଟଣ। ପୁରୀ ଜିଲ୍ଲା ଡେଲାଙ୍ଗ ଡାକପଡ଼ା ସ୍ଥିତ ଲୁଣା ନଦୀ ଉପରେ ନିର୍ମିତ ବ୍ରିଜର ପଥର ୱାଲ ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଛି। ଲଗାଣ ବର୍ଷା ପ୍ରଭାବରେ ପ୍ରାୟ ୨୦ ଫୁଟ ତଳକୁ ପଥର ୱାଲ ଧସିଯାଇଥିବା ସୂଚନା ମିଳିଛି। ଫଳରେ ସେହି ଅଞ୍ଚଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ଏହି ପଥର ୱାଲ ନିର୍ମାଣ କରାଯାଇଥିଲା। ମାତ୍ର ଉଦ୍‌ଘାଟନ ପୂର୍ବରୁ ଏଭଳି ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ପରେ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। #BridgeCollapse #Puri #Delang #OdishaNews #BreakingNews #ViralNews #RainImpact #Infrastructure #NewsUpdate #OdiaNews #BridgeWallCollapse #TrendingNews #Odisha #news7odia

Korai, Jajpur | Jul 6, 2026

MORE NEWS

ପ୍ରଭାତୀ ପରିଡାଙ୍କୁ ଅଙ୍ଗନବାଡି କର୍ମୀଙ୍କ କଡ଼ା ଜବାବ!
#ପ୍ରଭାତୀ_ପରିଡା #ଅଙ୍ଗନବାଡି #Odisha #OdishaNews #BreakingNews #Anganwadi #PravatiParida #NewsUpdate #OdiaNews #viralnews

ପ୍ରଭାତୀ ପରିଡାଙ୍କୁ ଅଙ୍ଗନବାଡି କର୍ମୀଙ୍କ କଡ଼ା ଜବାବ! #ପ୍ରଭାତୀ_ପରିଡା #ଅଙ୍ଗନବାଡି #Odisha #OdishaNews #BreakingNews #Anganwadi #PravatiParida #NewsUpdate #OdiaNews #viralnews

Korai, Jajpur | Jul 12, 2026

#୨୫_କୋଟିର_ବିଜୁସେତୁ_ଅଚଳ 
ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ସଂଯୋଗ ରାସ୍ତା କାମ l 
#Jajpur #Korei #BaitaraniBridge #BijuSetu #Bandalo #Panikoili #OdishaNews #BreakingNews #BridgeNews #RoadConnectivity #PublicIssue #Infrastructure #RuralWorks #JajpurNews #Bhadrak #News7Odia #Odisha #ViralNews #GroundReport #DevelopmentDelay #AkashDasnayak

#୨୫_କୋଟିର_ବିଜୁସେତୁ_ଅଚଳ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବନ୍ଦlଳ ପଞ୍ଚାୟତ ବୈତରଣୀ ନଦୀ ଉପରେ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁସେତୁ ଆଜିବି ସାଧାରଣ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଉପଯୋଗୀ ହୋଇପାରିନାହିଁ। ସଂଯୋଗ ରାସ୍ତା କାମ l #Jajpur #Korei #BaitaraniBridge #BijuSetu #Bandalo #Panikoili #OdishaNews #BreakingNews #BridgeNews #RoadConnectivity #PublicIssue #Infrastructure #RuralWorks #JajpurNews #Bhadrak #News7Odia #Odisha #ViralNews #GroundReport #DevelopmentDelay #AkashDasnayak

Korai, Jajpur | Jul 11, 2026

#ଭିଏତନାମରେ_ବୁଡ଼ିଲା_ବୋଟ୍
 #୧୫_ଭାରତୀୟ_ପର୍ଯ୍ୟଟକ_ମୃତ
ଭିଏତନାମରେ ଏକ ପର୍ଯ୍ୟଟକ ବୋଟ୍ ବୁଡ଼ିଯିବାରୁ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୋଟ୍‌ରେ ୩୨ ଜଣ ପର୍ଯ୍ୟଟକ ଓ ୪ ଜଣ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ନିଖୋଜ ଅନ୍ୟ ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି।
#Vietnam #BoatAccident #IndianTourists #BreakingNews #WorldNews #OdishaNews #NewsUpdate #News #news7odia

#ଭିଏତନାମରେ_ବୁଡ଼ିଲା_ବୋଟ୍ #୧୫_ଭାରତୀୟ_ପର୍ଯ୍ୟଟକ_ମୃତ ଭିଏତନାମରେ ଏକ ପର୍ଯ୍ୟଟକ ବୋଟ୍ ବୁଡ଼ିଯିବାରୁ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୋଟ୍‌ରେ ୩୨ ଜଣ ପର୍ଯ୍ୟଟକ ଓ ୪ ଜଣ କ୍ରିଉ ସଦସ୍ୟ ଥିଲେ। ଦୁର୍ଘଟଣା ପରେ ନିଖୋଜ ଅନ୍ୟ ଭାରତୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ରହିଛି। #Vietnam #BoatAccident #IndianTourists #BreakingNews #WorldNews #OdishaNews #NewsUpdate #News #news7odia

Korai, Jajpur | Jul 11, 2026

#ସୁରେଶ_ପୂଜାରୀଙ୍କୁ_ବିରୋଧ
କନ୍ଦାଗାଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ ପ୍ରଦର୍ଶନ। ଦଳୀୟ କର୍ମୀମାନେ ହିଁ ବିରୋଧ କରିଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଏହି ବିରୋଧ ହେଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
#Odisha #SureshPujari #Kandhamal #Protest #PoliticalNews #BreakingNews #OdishaNews #NewsUpdate #OdiaNews #Jharsuguda #news7odia

#ସୁରେଶ_ପୂଜାରୀଙ୍କୁ_ବିରୋଧ କନ୍ଦାଗାଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବିରୋଧ ପ୍ରଦର୍ଶନ। ଦଳୀୟ କର୍ମୀମାନେ ହିଁ ବିରୋଧ କରିଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଏହି ବିରୋଧ ହେଲା, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। #Odisha #SureshPujari #Kandhamal #Protest #PoliticalNews #BreakingNews #OdishaNews #NewsUpdate #OdiaNews #Jharsuguda #news7odia

Korai, Jajpur | Jul 11, 2026

#ATM_ଉପାଡ଼ି_ଘୋଷାଡ଼ି_ନେଲେ
ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ଛକରେ ଘଟିଛି। ଦୁର୍ବୃତ୍ତମାନେ ପ୍ରଥମେ ଏଟିଏମକୁ ଉପାଡ଼ି ଥାର ଗାଡ଼ି ରେ ବାନ୍ଧି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପରେ ତୁଡ଼ିଗଡ଼ିଆ ଛକ ନିକଟରେ ଏଟିଏମକୁ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
#ATMRobbery #ATMLoot #Balasore #Khaira #Tudigadia #OdishaCrime #CrimeNews #BreakingNews #OdishaNews #BalasoreNews #PoliceInvestigation #CCTV #Odisha #NewsUpdate #LatestNews #news7odia

#ATM_ଉପାଡ଼ି_ଘୋଷାଡ଼ି_ନେଲେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ଛକରେ ଘଟିଛି। ଦୁର୍ବୃତ୍ତମାନେ ପ୍ରଥମେ ଏଟିଏମକୁ ଉପାଡ଼ି ଥାର ଗାଡ଼ି ରେ ବାନ୍ଧି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପରେ ତୁଡ଼ିଗଡ଼ିଆ ଛକ ନିକଟରେ ଏଟିଏମକୁ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। #ATMRobbery #ATMLoot #Balasore #Khaira #Tudigadia #OdishaCrime #CrimeNews #BreakingNews #OdishaNews #BalasoreNews #PoliceInvestigation #CCTV #Odisha #NewsUpdate #LatestNews #news7odia

Korai, Jajpur | Jul 11, 2026