ସୁବର୍ଣ୍ଣପୁର ଜିଲା ବିନିକା ଅନ୍ତର୍ଗତ ଝାର କଦଳିପାଲି ଠାରେ ୩ଦିନ ଧରି ଚାଲିଥିବା ଷୋହଳ ପ୍ରହର ନାମଯଜ୍ଞ ଆଜି ଅପରାହ୍ନ 5ଟା ସମୟରେ ପୂର୍ଣାହୁତି ସହ ଉଦ୍ଯାପିତ ହୋଇଯାଇଛି। ପୂଜକ ଭାବରେ ବଳରାମ ପାଢ଼ୀ ଦାୟିତ୍ଵ ତୁଲାଉଥିଲେ କର୍ତ୍ତା ଭାବରେ ଗ୍ରାମର ମଙ୍ଗଳ ପଧାନ ଓ ତାଙ୍କ ସ୍ତ୍ରୀ ମଲାବତି ପଧାନ ତୁଲାଇଥିଲେ। ଏହି ନାମାଯଜ୍ଞା ରେ ଜିଲବ୍ୟାଠା ଉବିଭିନ୍ନ ଅଂଚଳରୁ ବିଭିନ୍ନ ଗ୍ରାମରୁ ସଙ୍କୀର୍ତନ୍ୟ ଦଳ ନାମଯଜ୍ଞରେ ଯୋଗଦେଇଥିଲେ। ନାମଯଜ୍ଞ ଅବସରର ନାମଯଜ୍ଞ ପୂର୍ଣାହୂତି ପରେ ଶୁଲେଇ ଓ ହୁତୁମା ଗାଁ ରୁ ଆସି ଥିବା କୀର୍ତ୍ତନ ମଧ୍ୟରେ ବୈଠକି କୀର୍ତନ ହେଇଥିଲା । ଏଥିରେ ସେତୁବନ୍ଧ ଭୋଇ