ଗୁଣୁପୁର: ଗୁଣୁପୁର ମୂତ୍ୟାଲ ମା'ଙ୍କ ମନ୍ଦିରରେ ଦଶହରା ପାଳିତ: ପୌର ଅଧ୍ୟକ୍ଷାଙ୍କ ସହ ନେତୃବୃନ୍ଦଙ୍କ ଦର୍ଶନ
ଦଶହରା ଅବସରରେ ଗୁଣୁପୁର ମୂତ୍ୟାଲ ମା'ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପୌର ଅଧ୍ୟକ୍ଷା ମମତା ଗୌଡ଼, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓ ଯୁବ ନେତା ରାମଚନ୍ଦ୍ର ପଣ୍ଡା। ସହରବାସୀଙ୍କ ସୁଖ ଓ ଶାନ୍ତି ପାଇଁ କଲେ ପ୍ରାର୍ଥନା।