Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଭଞ୍ଜନଗର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ରେଞ୍ଜ ବାଙ୍କତରା ଗାଁ ଭିତରେ ଏକ ବଣୁଅ। ହାତୀ ପଶି ଯାଇ ଅ।ତଙ୍କ ସୃଷ୍ଟି କରିଥିଲା ।

Bhanjanagar, Ganjam | Jan 9, 2026
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ରେଞ୍ଜ ବାଙ୍କତରା ଗାଁ ଭିତରେ ଏକ ବଣୁଅ। ହାତୀ ପଶି ଯାଇ ଅ।ତଙ୍କ ସୃଷ୍ଟି କରିଥିଲା । ଗତ ମଧ୍ୟ ରାତ୍ରି 2ଘଣ୍ଟ ରେ ଏହି ଘଟଣା ଘଟିଥିବା ବେଳେ ପ୍ରାୟ 4 ଘଣ୍ଟା ଧରି ଗାଁର ମଧ୍ୟ ଭାଗରେ ହାତୀ ଟି ଉତ୍ପାତ ରଚିଥିଲା । ବନ ବିଭାଗର କର୍ମଚାରୀ ମାନେ ବହୁବାର ଘଉଡାଇବା ପାଇଁ ଉଦ୍ୟମ କରି ସଫଳ ହୋଇଥିବା ବେଳେ ଗଲା ଦୁଇ ଦିନ ହେବ ରାତି ହୋଇଗଲେ ଗାଁ ଭିତରେ ହାତୀ ପଶିଯାଉଥିବାର ଗାଁ ଲୋକେ ଅଭିଯୋଗ କରିଛନ୍ତି ।

MORE NEWS

ଭଞ୍ଜନଗର: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ରେଞ୍ଜ ବାଙ୍କତରା ଗାଁ ଭିତରେ ଏକ ବଣୁଅ। ହାତୀ ପଶି ଯାଇ ଅ।ତଙ୍କ ସୃଷ୍ଟି କରିଥିଲା । - Bhanjanagar News