Public App Logo
Jansamasya
Politics
Abvp
���ायल
Fatehpur
Jodhpur
Amitshah
Uppolice
Live
Pratapgarh
Westbengal
Farrukhabad
Mirzapur
Rain
Tikamgarh
Prayagraj
Modiji
���ोगी_आदित्यनाथ
Indianrailways
Letestnews
���ाइक
���ायरल
Arvindkejriwal
Kedarnath
Weather
Rahul
Indianews
���ंगाल
New_delhi
Akhileshyadav

ପାଲଲହଡା: ସିଆରୀମାଳିଆ ଗ୍ରାମରେ ପରକିଆ ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Palalahada, Angul | Dec 2, 2025
ଖମାର ଥାନା ସିଆରୀମାଳିଆ ଗ୍ରାମରେ ପରକିଆ ପ୍ରୀତି ସନ୍ଦେହରେ ସ୍ତ୍ରୀ ମଞ୍ଜୁ ହେମ୍ବ୍ରମକୁ ହତ୍ୟା କରିଛି ସ୍ୱାମୀ । ମଙ୍ଗଳବାର ଅପରାହ୍ନ ୪ଘଟିକା ସମୟରେ ଘଟଣା ସମ୍ପର୍କରେ ମୃତ ମହିଳାଙ୍କ ସ୍ୱାମୀ ସୁବେଦାର ପିଙ୍ଗୁଆଙ୍କ ପ୍ରତିକ୍ରିୟା ।