Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ବଲାଙ୍ଗୀର: କୁସମେଲ ଓ ତାଲିଉଦର ଜିପିରେ ବିକାଶ କାର୍ଯ୍ୟ ନିରୀକ୍ଷଣ ପାଇଁ CDO, ZPଙ୍କ ଦୌରା

Balangir, Balangir | Jan 17, 2026
ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସମେଲ ଓ ତାଲିଉଦର ଗ୍ରାମ ପଞ୍ଚାୟତକୁ ଜିଲ୍ଲା ପରିଷଦର ସିଡିଓ ମହୋଦୟ ଦୌରା କରି ଚାଲୁଥିବା ବିକାଶମୂଳକ କାର୍ଯ୍ୟର ନିରୀକ୍ଷଣ ଓ ପର୍ଯ୍ୟବେକ୍ଷଣ କରିଛନ୍ତି। ଏହି ଦୌରା ସମୟରେ ସଡ଼କ, ନାଳା, ଟାଙ୍କି, ଏବଂ ଜିପିଏଲଏଫ୍‌ ଭବନ ନିର୍ମାଣ କାର୍ଯ୍ୟର ପ୍ରଗତି, କାର୍ଯ୍ୟର ଗୁଣାତ୍ମକତା ଓ ନିର୍ଦ୍ଧାରିତ ସମୟସୀମା ଅନୁସରଣକୁ ଗୁରୁତ୍ୱ ସହ ଆଲୋଚନା କରାଯାଇଥିଲା। ନିର୍ଦ୍ଦେଶ ଅନୁଯାୟୀ କାମ ସମୟରେ ସମାପ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ସିଡିଓ ନିର୍ଦ୍ଦେଶ ଦେଇଥିଲେ

MORE NEWS

ବଲାଙ୍ଗୀର: କୁସମେଲ ଓ ତାଲିଉଦର ଜିପିରେ ବିକାଶ କାର୍ଯ୍ୟ ନିରୀକ୍ଷଣ ପାଇଁ CDO, ZPଙ୍କ ଦୌରା - Balangir News