Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

#ବର୍ଷା_ପାଇଁ_ହେଲା_ଅଣ୍ଡିରା_ବିବାହ ହଁ ଦର୍ଶକ ବନ୍ଧୁ ଇଏ କେଉଁ ପୁଅର ଝିଅର ବିବାହ ନୁହେଁ । ବରଂ ଚାଲିଛି ଦୁଇ ପୁରୁଷଙ୍କ ବିବାହ । ପୂର୍ବ ପରମ୍ପରାକୁ ବଜାଇ ରଖି ବିବାହରେ ସାମିଲ ହୋଇଛନ୍ତି ପୂରା ଗ୍ରାମବାସୀ । ବିଶ୍ୱାସ ରହିଛି ଦୁଇ ପୁରୁଷ ଉଭୟ ବିବାହ କଲେ ବର୍ଷା ହୋଇଥାଏ । ଏପରି ନିଆରା ପରମ୍ପରା ଦେଖିବାକୁୂ ମିଳିଛି ଯାଜପୁୂର ଜିଲ୍ଲା କୋରେଇ ବ୍ଲକର ବନ୍ଦାଳୋ ଗ୍ରାମରେ #Odisha #Korei #AndiraBibaha #UniqueTradition #RainRitual #OdishaCulture #JajpurNews #VillageTradition #Monsoon2026 #RainPrayer #CulturalHeritage #TraditionalMarriage #RuralOdisha #AmazingTradition #IndianCulture #ReportersToday

Odisha, India | Jun 21, 2026