ଛତ୍ରପୁର: ବ୍ରହ୍ମପୁରରେ ପାଳିତ ହେଉଛି 72ତମ ବନ୍ୟପ୍ରାଣୀ ସପ୍ତାହ: ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ରତା
ବ୍ରହ୍ମପୁର ବନଖଣ୍ଡରେ 72ତମ ବନ୍ୟପ୍ରାଣୀ ସପ୍ତାହ-2026 ପାଳିତ ହେଉଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ନେଇ ଡିଏଫ୍ଓ ସନ୍ନି ଖୋଖର୍ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଉପଖଣ୍ଡରେ ଥିବା ବନ୍ୟପ୍ରାଣୀଙ୍କ ସଂଖ୍ୟା ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ସଚେତନତା ସୃଷ୍ଟି କରାଯାଉଛି।