Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

💃🎉 କୋରାପୁଟ ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଦୋରୁଆ ନୃତ୍ୟର ମନୋମୁଗ୍ଧକର ପରିବେଶନ 🚩🙏 କୋରାପୁଟ ଶାବର ଶ୍ରୀକ୍ଷେତ୍ରର ପବିତ୍ର ରଥଯାତ୍ରା ଅବସରରେ ପାରମ୍ପରିକ ଦୋରୁଆ ନୃତ୍ୟ ଦର୍ଶକ ଓ ଭକ୍ତମାନଙ୍କ ମନକୁ ମୋହିତ କରିଥିଲା। ଆଦିବାସୀ ସଂସ୍କୃତି, ଢୋଲ ଓ ମହୁରୀର ତାଳରେ ନୃତ୍ୟଶିଳ୍ପୀମାନଙ୍କ ଆକର୍ଷଣୀୟ ପରିବେଶନ ରଥଯାତ୍ରାର ଭକ୍ତିମୟ ପରିବେଶକୁ ଆହୁରି ଉତ୍ସବମୁଖର କରିଥିଲା। ପରମ୍ପରା, ସଂସ୍କୃତି ଓ ଭକ୍ତିର ଏହି ଅନନ୍ୟ ସମନ୍ୱୟ ଶାବର ଶ୍ରୀକ୍ଷେତ୍ରର ରଥଯାତ୍ରାକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। 🙏 ଜୟ ଜଗନ୍ନାଥ 🙏 #Koraput #ShabarSrikhetra #RathaYatra #DoruwaDance #TribalCulture #JaiJagannath #Odisha

Koraput Town, Koraput | Jul 16, 2026

MORE NEWS

"ଗ୍ୟାନ୍ତି ବି ବଣ୍ଟୟତେ,ନୈବାତ ଚୋରା ନ ନିୟନ୍ତେ,ଦାନେ ନ ନ କ୍ଷୟଂ ଜାତି ,ବିଦ୍ୟା ଧନମ ମହାଧନମ ଭାବତୀ" 
ଏହି ଉକ୍ତିର ଅର୍ଥ କୁ ହୃଦ ବୋଧ କରି  ବିଦ୍ୟାରୁପକ ଧନକୁ  ବୃଦ୍ଧି କରିବା ଲକ୍ଷରେ
ସାଇ ଗାୟତ୍ରୀ ପରିବାର ତରଫରୁ ଅଭିନବ ପ୍ରୟାସ।
 "ଆମେ ପଢିବା,ଦେଶ ଗଢ଼ିବା" କାର୍ଯ୍ୟକ୍ରମ । ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ର ୬୪ଜଣ ମେଧାବୀ ଵିଦ୍ୟାର୍ଥୀ ଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି। Part 4

"ଗ୍ୟାନ୍ତି ବି ବଣ୍ଟୟତେ,ନୈବାତ ଚୋରା ନ ନିୟନ୍ତେ,ଦାନେ ନ ନ କ୍ଷୟଂ ଜାତି ,ବିଦ୍ୟା ଧନମ ମହାଧନମ ଭାବତୀ" ଏହି ଉକ୍ତିର ଅର୍ଥ କୁ ହୃଦ ବୋଧ କରି ବିଦ୍ୟାରୁପକ ଧନକୁ ବୃଦ୍ଧି କରିବା ଲକ୍ଷରେ ସାଇ ଗାୟତ୍ରୀ ପରିବାର ତରଫରୁ ଅଭିନବ ପ୍ରୟାସ। "ଆମେ ପଢିବା,ଦେଶ ଗଢ଼ିବା" କାର୍ଯ୍ୟକ୍ରମ । ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ର ୬୪ଜଣ ମେଧାବୀ ଵିଦ୍ୟାର୍ଥୀ ଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି। Part 4

Koraput Town, Koraput | Jul 26, 2026

"ଗ୍ୟାନ୍ତି ବି ବଣ୍ଟୟତେ,ନୈବାତ ଚୋରା ନ ନିୟନ୍ତେ,ଦାନେ ନ ନ କ୍ଷୟଂ ଜାତି ,ବିଦ୍ୟା ଧନମ ମହାଧନମ ଭାବତୀ" 
ଏହି ଉକ୍ତିର ଅର୍ଥ କୁ ହୃଦ ବୋଧ କରି  ବିଦ୍ୟାରୁପକ ଧନକୁ  ବୃଦ୍ଧି କରିବା ଲକ୍ଷରେ
ସାଇ ଗାୟତ୍ରୀ ପରିବାର ତରଫରୁ ଅଭିନବ ପ୍ରୟାସ।
 "ଆମେ ପଢିବା,ଦେଶ ଗଢ଼ିବା" କାର୍ଯ୍ୟକ୍ରମ । ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ର ୬୪ଜଣ ମେଧାବୀ ଵିଦ୍ୟାର୍ଥୀ ଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି। Part 9

"ଗ୍ୟାନ୍ତି ବି ବଣ୍ଟୟତେ,ନୈବାତ ଚୋରା ନ ନିୟନ୍ତେ,ଦାନେ ନ ନ କ୍ଷୟଂ ଜାତି ,ବିଦ୍ୟା ଧନମ ମହାଧନମ ଭାବତୀ" ଏହି ଉକ୍ତିର ଅର୍ଥ କୁ ହୃଦ ବୋଧ କରି ବିଦ୍ୟାରୁପକ ଧନକୁ ବୃଦ୍ଧି କରିବା ଲକ୍ଷରେ ସାଇ ଗାୟତ୍ରୀ ପରିବାର ତରଫରୁ ଅଭିନବ ପ୍ରୟାସ। "ଆମେ ପଢିବା,ଦେଶ ଗଢ଼ିବା" କାର୍ଯ୍ୟକ୍ରମ । ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ଦଶମ ଶ୍ରେଣୀ ର ୬୪ଜଣ ମେଧାବୀ ଵିଦ୍ୟାର୍ଥୀ ଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯାଇଛି। Part 9

Koraput Town, Koraput | Jul 26, 2026

💃🎉 କୋରାପୁଟ ଶାବର ଶ୍ରୀକ୍ଷେତ୍ର ରଥଯାତ୍ରାରେ ଦୋରୁଆ ନୃତ୍ୟର ମନୋମୁଗ୍ଧକର ପରିବେଶନ 🚩🙏 କୋରାପୁଟ ଶାବର ଶ୍ରୀକ୍ଷେତ୍ରର ପବିତ୍ର ରଥଯାତ୍ରା ଅବସରରେ ପାରମ୍ପରିକ ଦୋରୁଆ ନୃତ୍ୟ ଦର୍ଶକ ଓ ଭକ୍ତମାନଙ୍କ ମନକୁ ମୋହିତ କରିଥିଲା। ଆଦିବାସୀ ସଂସ୍କୃତି, ଢୋଲ ଓ ମହୁରୀର ତାଳରେ ନୃତ୍ୟଶିଳ୍ପୀମାନଙ୍କ ଆକର୍ଷଣୀୟ ପରିବେଶନ ରଥଯାତ୍ରାର ଭକ୍ତିମୟ ପରିବେଶକୁ ଆହୁରି ଉତ୍ସବମୁଖର କରିଥିଲା। ପରମ୍ପରା, ସଂସ୍କୃତି ଓ ଭକ୍ତିର ଏହି ଅନନ୍ୟ ସମନ୍ୱୟ ଶାବର ଶ୍ରୀକ୍ଷେତ୍ରର ରଥଯାତ୍ରାକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। 🙏 ଜୟ ଜଗନ୍ନାଥ 🙏 #Koraput #ShabarSrikhetra #RathaYatra #DoruwaDance #TribalCulture #JaiJagannath #Odisha - Koraput Town News