କଳାହାଣ୍ଡି: ଇନ୍ଦ୍ରାବତୀ ଜଳଭଣ୍ଡାର କୂଳରେ ବଣୁଆ ହାତୀର ଆତଙ୍କ, ଚିନ୍ତାରେ ସ୍ଥାନୀୟ ବାସିନ୍ଦା
Kalahandi, Kalahandi | Oct 18, 2026
କଳାହାଣ୍ଡି-ରାୟଗଡ଼ା ସୀମାନ୍ତରେ ଥିବା ବ୍ରାହ୍ମଣୀ ଚଞ୍ଚରାରେ ବଣୁଆ ହାତୀ ପଶିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ। ଗତ ୨୦ ଦିନ ହେଲା ଏହି ହାତୀଟି ବୁଲୁଥିଲେ ମଧ୍ୟ ବନ ବିଭାଗ ନିରବ ରହିଥିବା ଅଭିଯୋଗ ହୋଇଛି। ହାତୀର ସ୍ୱାସ୍ଥ୍ୟ ଓ ଜୀବନ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।