ତେଲକୋଇ: ଲଗାଣ ବର୍ଷାରେ ମାଟି କୁଡ଼ିଆ ଭଙ୍ଗା ଘରେ ପାଣି ସମସ୍ୟା ଘେରରେ ବେଣା ଗାଁର ଏକାଧିକ ପରିବାର ,ପ୍ରତୀକ୍ରିୟା ରଖିଲେ # Jansamasya
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ବେଣା ଗାଁର ଲୋକେ ନାହିଁନଥୁବା ଅସୁବିଧାରେ । ଲଗାଣ ବର୍ଷାରେ ଘରେ ପସିଛି ପାଣି ସମସ୍ୟାରେ ଏକାଧିକ ପରିବାର ସମ୍ୱନ୍ଧରେ ସ୍ଥାନିୟ ସରପଞ୍ଚଙ୍କୁ ଯୋଗାଯୋଗ ସମ୍ଭଭ ହୋଇ ପାରିନାହିଁ । ଆଜି ଅପରାହ୍ନ ୫ଟା ସମୟରେ ପ୍ରତିକ୍ରିୟା ରଖିଲେ ଲୋକେ