Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ମହାବୀର ପର୍ବତ ପାଦଦେଶରେ ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ

Govindpur, Sambalpur | Aug 7, 2026

MORE NEWS

ଗୋବିନ୍ଦପୁର ରେ ଘରେ ପଶିଲା ବିଶାଳକାୟ ଢମଣା ସାପ

ଗୋବିନ୍ଦପୁର ରେ ଘରେ ପଶିଲା ବିଶାଳକାୟ ଢମଣା ସାପ

Govindpur, Sambalpur | Aug 7, 2026

ସଡ଼କ ଦୁର୍ଘଟଣାରେ BSF ଯବାନଙ୍କ ମୃତ୍ୟୁ, ଗୋବିନ୍ଦପୁର ପୋଲିସର ତଦନ୍ତ ଆରମ୍ଭ

ସଡ଼କ ଦୁର୍ଘଟଣାରେ BSF ଯବାନଙ୍କ ମୃତ୍ୟୁ, ଗୋବିନ୍ଦପୁର ପୋଲିସର ତଦନ୍ତ ଆରମ୍ଭ

Govindpur, Sambalpur | Aug 6, 2026

ଜାଲରେ ଫସିଥିବା ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ
ବାମରା, 

୫ ଅଗଷ୍ଟ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ବମ୍ଫେଇ ଗ୍ରାମରେ ଏକ ଅଜଗର ସାପ ପ୍ଲାଷ୍ଟିକ ଜାଲରେ ଫସିଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବମ୍ଫେଇ ଖଡ଼ିଆପଡ଼ାର ରାଜେନ୍ଦ୍ର ଖଡ଼ିଆଙ୍କ ବାଡ଼ିରେ ଲାଗିଥିବା ଜାଲରେ ସାପଟି ଫସିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବାମରା ରେଞ୍ଜର ଦୀପକ ମହାନନ୍ଦ ସୂଚନା ଦେଇଛନ୍ତି।
#ବାମରା #ସମ୍ବଲପୁର #ବମ୍ଫେଇ #ଅଜଗର_ସାପ #ବନ_ବିଭାଗ #ସାପ_ଉଦ୍ଧାର #ବନ୍ୟଜନ୍ତୁ_ସଂରକ୍ଷଣ #ଓଡ଼ିଶା_ଖବର #ସ୍ଥାନୀୟ_ଖବର #BreakingNews #Bamra #Sambalpur #PythonRescue #ForestDepartment #OdishaNews

ଜାଲରେ ଫସିଥିବା ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ ବାମରା, ୫ ଅଗଷ୍ଟ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ବମ୍ଫେଇ ଗ୍ରାମରେ ଏକ ଅଜଗର ସାପ ପ୍ଲାଷ୍ଟିକ ଜାଲରେ ଫସିଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ବମ୍ଫେଇ ଖଡ଼ିଆପଡ଼ାର ରାଜେନ୍ଦ୍ର ଖଡ଼ିଆଙ୍କ ବାଡ଼ିରେ ଲାଗିଥିବା ଜାଲରେ ସାପଟି ଫସିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ବାମରା ରେଞ୍ଜର ଦୀପକ ମହାନନ୍ଦ ସୂଚନା ଦେଇଛନ୍ତି। #ବାମରା #ସମ୍ବଲପୁର #ବମ୍ଫେଇ #ଅଜଗର_ସାପ #ବନ_ବିଭାଗ #ସାପ_ଉଦ୍ଧାର #ବନ୍ୟଜନ୍ତୁ_ସଂରକ୍ଷଣ #ଓଡ଼ିଶା_ଖବର #ସ୍ଥାନୀୟ_ଖବର #BreakingNews #Bamra #Sambalpur #PythonRescue #ForestDepartment #OdishaNews

Govindpur, Sambalpur | Aug 5, 2026