ତାଳଚେର: ତାଳଚେର କଙ୍କିଳିରେ ଡାଇମଣ୍ଡ କ୍ଲବ ଦ୍ୱାରା କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ
Talcher, Angul | Oct 23, 2026
ତାଳଚେର ବ୍ଲକ କଙ୍କିଳି ଗ୍ରାମରେ ଶାରଦୀୟ ଦଶହରା ଉପଲକ୍ଷେ ଡାଇମଣ୍ଡ କ୍ଲବ ପକ୍ଷରୁ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ତାଳଚେରର ରାଜା ସାହେବ ବିଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ ଓ ବିଧାୟକ ବ୍ରଜ କିଶୋର ପ୍ରଧାନ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି।