ପଦ୍ମପୁର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଉଚ୍ଚ ବିଦ୍ୟାଳୟ, ଡଙ୍ଗାଘାଟ ଠାରେ ଆଜି ସକାଳ 11ଟା 30ରେ ବ୍ଲକ ସ୍ତରୀୟ ଜୁନିଅର ରେଡକ୍ରସ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇସାରିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ରାଜ ବୋଡାସମ୍ବର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରାଳମ୍ବ ପ୍ରସାଦ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ସନ୍ଧ୍ୟା ରାଣୀ ବରିହା,ତରଣୀ ସେନ ସାହୁ ,ଜୁନିଅର ରେଡକ୍ରସ୍ ସାଧନ କର୍ମୀ ଚୂଳ ସୁନ୍ଦର ମେହେର, ଦୋଳ ଗୋବିନ୍ଦ ସାହୁ, ବ୍ଲକ କ୍ରୀଡା ସମ୍ପାଦକ ହରେକୃଷ୍ଣ ମେହେର,ସ୍ଥାନୀୟ ସ