କେନ୍ଦ୍ରାପଡା: ମହାକାଳପଡ଼ାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ପରିବାରକୁ ଭେଟିଲେ ଚିତ୍ତରଞ୍ଜନ ଦାସ
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଗୋପୀନାଥପୁର ଗ୍ରାମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଜନନେତା ଚିତ୍ତରଞ୍ଜନ ଦାସ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି।